logo
add image
ନାଇଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ନାଇଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଦେବଗଡ/୧୫/୦୧/୨୦୨୫/ (ଆଧାର ମିଡିଆ// ରିପୋର୍ଟ -ପ୍ରତାପ କିଶୋର ନାୟକ ‌)ଦେବଗଡ ପୌର ପରିଷଦ ଅନ୍ତର୍ଗତ ୧୦ ନଂ ଓ୍ବାର୍ଡ ସ୍ଥିତ ଖେଳ ପଡିଆରେ ନାଇଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ଦେବଗଡ ଜିଲ୍ଲା ର ବଛା ବଛା କ୍ରିକେଟ ଦଳ ଭାଗ ନେଇଥିଲେ । କ୍ଲବର ସଭାପତି ଲିପନ କୁମାର ସୁହୁଳାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନି ଉତ୍ସବରେ ଦେବଗଡ ପୌରପରିଷଦ ଉପାଧ୍ୟକ୍ଷ ପ୍ରଜିତ୍ କୁମାର ଭୋଜ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଖେଳାଳି ତଥା ଆୟୋଜକ କମିଟୀର ସଦସ୍ୟ ମାନଙ୍କୁ ଉତ୍ସାହିତ କରିଥିଲେ। ଟୁର୍ଣ୍ଣାମେଣ୍ଟ ଆୟୋଜନରେ ସଦସ୍ୟ ସମିର ମୁଖିଆ,ଦିପକ ମୁଖି,ମଙ୍ଗଳ,ଉମାଶଙ୍କର ସୁନା ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ।

Recent Comments

Leave Comments

Top