logo
add image
ଡେରଙ୍ଗର ଖୋଲିଆସାହି ସାହୁ ପରିବାରଙ୍କ ବନ୍ଧୁମିଳନ l

ଡେରଙ୍ଗର ଖୋଲିଆସାହି ସାହୁ ପରିବାରଙ୍କ ବନ୍ଧୁମିଳନ l

କଣିହାଁ/ଅନୁଗୁଳ/ ୧୬/୧/୨୦୨୫/( ଆଧାର ମିଡ଼ିଆ ) ଅନୁଗୋଳ ଜିଲା ଡେରଙ୍ଗ ଗ୍ରାମର ଖୋଲିଆସାହି ସାହୁ ପରିବାରଙ୍କ ମଧ୍ୟରେ ଛେଣ୍ଡି ପଦାର ବଡ ବେରେଣା ଠାରେ ଥିବା ଉଷୁମ ପ୍ରବଣ କୁନ୍ଦ ପାର୍କଠାରେ ପରିବାରର ଅଶୋକ ସାହୁଙ୍କ ନେତୃତ୍ୱରେ ଏକ ବଣ ଭୋଜିର ଆୟୋଜନ ହୋଇଥିଲା, ଆଜି କାଲି ବେସ୍ତ ବହୁଳ,ଚାକ ଚକ୍ୟ ଦୁନିଆରେ, ବାପ ପୁଅର ଦୂରତା, ଭାଇ ଭାଇର ଦୂରତା, ବନ୍ଧୁ ପରିଜନର ଦୂରତା ବଢୁ ଥିବାରୁ ସାହୁ ପରିବାରଙ୍କ ମଧ୍ୟରେ ଭାତୃଭାବ ଭାଇଚାରାଙ୍କୁ ବଜାୟ ରଖିବାର ଏକ ଅଭିନଵ ପ୍ରୟାସ ବୋଲି ,ଏହି ଚାରି ପରିବାରର ସମସ୍ତଙ୍କ ଠାରୁ ବୈଜ୍ୟେଷ୍ଟ ବ୍ୟକ୍ତି, ଶଙ୍କର ସଣ ସାହୁ, ଦୁଃଶାସନ ସାହୁଓ ବିଦ୍ୟା ଧର ସାହୁଙ୍କ ସୂତ୍ରରୁ ପ୍ରକାଶ, ବହୁବର୍ଷ ପରେ ଏହି ପୁରୁଣା କୁଟୁମ୍ବ ଚାରି ପରିବାର ଏକାଠି ହୋଇ ଥିବାରୁ ପରିବାରର ୮୫ ବର୍ଷୀୟା ତିଳ ସାହୁ ଓ ବିଳାସ ସାହୁ ଖୁସିବ୍ୟକ୍ତ କରିବା ସହିତ, ପ୍ରତେକ ବର୍ଷ ଜାନୁୟାରୀ ମାସରେ ନିଜ ଫାମିଲ ମଧ୍ୟରେ ଏହିଭଳି ଏକାଠି ମିସି ନିଜ ଭିତରେ ଭାଇଚାରାର ସମ୍ପର୍କକୁ ସୁଦୃଢ ରଖିବୁ ବୋଲି ଆଶା ବ୍ୟକ୍ତ କରିଥିଲେ l
ଏଥିସହିତ ମହିଳା ମାନେ ମନୋରଞ୍ଜନ କାର୍ଯ୍ୟକ୍ରମରେ ସାମିଲ ହୋଇ,ମ୍ୟୁଜିକ ଚେୟାର,ଲମ୍ବା ହୋଳ ହୋଳି, ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ସହିତ ଛୋଟ ପିଲାଙ୍କ ମନରଞ୍ଜନ କାର୍ଯ୍ୟକ୍ରମ ମଧ୍ୟ ହୋଇଥିବା ଜଣାପଡିଛି l ପରିବାର ପକ୍ଷରୁ ଲୋଚନ ସାହୁ,ମୂଳିଆ ସାହୁ, କୁମୁଦ ସାହୁ, ବିଭୁତି ସାହୁ,ବୁଲୁ ସାହୁ, ଦିଲ୍ଲୀପ ସାହୁ, ଉଗ୍ରେସନ ସାହୁ, ପ୍ରତାପ ସାହୁ, ଶିରୀଶ ସାହୁ, ଲିପୁ ସାହୁ, ସନ୍ତୋଷ ସାହୁ, ରକି ସାହୁ,ରଞ୍ଜନ ସାହୁ,ଦୃପତି ସାହୁ, ଶାନ୍ତି ଲତା ସାହୁ,କୁନି ସାହୁ,ସାଇ ବାଣୀ ସାହୁ, ପୁଷ୍ପିତା ସାହୁ,ଭାବନି ସାହୁ,ଦୂର ସାହୁ, ମାଣିକ ସାହୁ,ରଞ୍ଜିତା ସାହୁ, ନିର୍ମଳା ପରିଡା, ଅଶାନ୍ତି ସାହୁ, ଅର୍ଚନା ସାହୁ, ରାଖି ସାହୁ,ମାମିନା ମୋହା ପାତ୍ର, କଳ୍ପନା ସାହୁ,ଜୟ ଶ୍ରୀ ସାହୁ, ବନିତା ସାହୁ, ଶ୍ରାବଣୀ ସାହୁ,ସହିତ କୁନି କୁନି ପିଲା ମାନେ ଉପସ୍ଥିତ ରହି ବଣ ଭୋଜିର ମଜା ନେଇଥିଲେ,  ଶେଷରେ ସମ୍ପକୃତ ପାର୍କ ମଧ୍ୟରେ, ପୂର୍ବରୁ ଖଲି ଚୌପତି ପାଣି ବୋତଲ ଅଳିଆ ଆବର୍ଜନା ପଡି ରହିଥିବାରୁ, ରକି ସାହୁଙ୍କ ନେତୃତ୍ୱରେ ସ୍ଵଛଭାରତ କାର୍ଯ୍ୟକ୍ରମ ମାଧ୍ୟମରେ,ପାର୍କକୁ ସଫା କରିଥିଲେ l

Recent Comments

Leave Comments

Top