logo
add image
ପାଇକମାଲ ଜଣେବ୍ୟକ୍ତିଙ୍କୁ ହତ୍ୟା ଅଭିଯୋଗ ।

ପାଇକମାଲ ଜଣେବ୍ୟକ୍ତିଙ୍କୁ ହତ୍ୟା ଅଭିଯୋଗ ।

ପାଇକମାଳ/ପଦ୍ମପୁର/ବରଗଡ/୧୬ /୦୧ /୨୫/(ଆଧାର ମିଡ଼ିଆ//ରିପୋର୍ଟ-ବିଦ୍ୟାଧର ସାହୁ)-ପାଇକମାଲ ଥାନା ପାଇକମାଲର ନରସିଂହ ପଡାରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ । ମୃତକ ଜଣକ ହେଲେ ସୋହେଲା ବ୍ଲକ ବୁଡାମାଲ ଗ୍ରାମର ଗୋବିନ୍ଦ ପ୍ରଧାନ. ସେ ତାଙ୍କର ଶାଶୁଘର ଆସିଥିଲେ ସେଠାରେ ତାଙ୍କୁ ତାଙ୍କର ପତ୍ନୀ ଓ ପତ୍ନୀର ପରିବାର ଲୋକେ ଛୁରାମାରି ହତ୍ୟା କରିଥିବା ତାଙ୍କର ବାପା ନିରଞ୍ଜନ ପ୍ରଧାନ ଅଭିଯୋଗ କରିଛନ୍ତି । କାଲି ରାତିରେ ତାଙ୍କୁ ହତ୍ୟା କରାଯାଇ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାକୁ ଅଣାଯିବା ପରେ ତାଙ୍କୁ ଖବର ଦେଇଥିବା ସେ ଅଭିଯୋଗ କରିଛନ୍ତି । ପାଇକମାଲ ଥାନାରେ ଅଭିଯୋଗ କରାଯାଇଛି ଓ ଏବେ ଶବ ବ୍ୟାବଛେଦ ପାଇଁ ପଦ୍ମପୁର ଶବ ବ୍ୟବଛେଦ ଗୃହରେ ରଖା ଯାଇଛି ।

 

Recent Comments

Leave Comments

Top