ଅମ୍ବାଭୋନ/ବରଗଡ/୧୬/୦୧/୨୦୨୫/(ଆଧାର ମିଡ଼ିଆ )-ବରଗଡ ଜିଲ୍ଳା ଅମ୍ବାଭୋନାବ୍ଳକର ନୂତନ ବିଡିଓ ତଥା ବ୍ଳକ ପ୍ରଶାସନିକ ଅଧିକାରୀ ଭାବେ ଯୋଗଦାନ କରିଛନ୍ତି ଶ୍ରୀମାନ ଲଳିତ ବାଗ। ତାଙ୍କ ଯୋଗଦାନ ନେଇ ଅମ୍ବାଭୋନାବ୍ଳକର ବିଜେପି କର୍ମୀ ଏବଂ ସରକାରୀ କର୍ମଚାରୀ ଓ ସରପଞ୍ଚ ସଂଘ, ଅମ୍ବାଭୋନାବ୍ଳକ ସାମ୍ବାଦିକ ସଂଘ ପ୍ରମୁଖ ଦପ୍ତରକୁ ପହଞ୍ଚିଥିଲେ। ଅମ୍ବାଭୋନା ବ୍ଳକର ଭାରତୀୟ ଜନତା ପାର୍ଟିର ଜିଲ୍ଲା ଉପସଭାପତି ତଥା ବରିଷ୍ଠ ବିଜେପି କର୍ମୀ
ଗୁନାରୁ ପଧାନ,ମଣ୍ଡଳ ସଭାପତି -କାର୍ତ୍ତିକ ଦେହେରୀ ମଣ୍ଡଳ ପ୍ରତିନିଧି ଦେବାର୍ଚ୍ଚନ ମଲ୍ଲିକ, ସଂକ୍ରଜିତ ସାହୁ, ପ୍ରହଲ୍ଲାଦ ଖମାରୀ, ପ୍ରଶାନ୍ତ ପଧାନ, ରମେଶ ନାୟକ, ପିତାମ୍ବର ବେହେରା, ଜୋସେଫ ଚୌଧୁରୀ, ମୋହନ ନାୟକ, କାମଦେବ ପଧାନ, ବିଦ୍ୟାଧର ପଧାନ, ଦୀପକ ଭୋଇ, ନୀଳାମ୍ବର, ସାହୁ,ରିଙ୍କୁ ସାହୁ, ଶିଶୁପାଳ ସାହୁ।ସେହିପରି ଅମ୍ବାଭୋନାବ୍ଳକ ସରପଞ୍ଚ ମହାସଂଘର ସଭାପତି ଉତ୍ତମ ଗ୍ରାମପଞ୍ଚାୟତ ସରପଞ୍ଚ ହୀରାଧର ସାହୁ, ସଂଘର ଉପ ସଭାପତି ଭୁକ୍ତା ଗ୍ରାମପଞ୍ଚାୟତ ସରପଞ୍ଚ ବଲରାମ ବିଷର,ଲଖନପୁର ଗ୍ରାମପଞ୍ଚାୟତ ସରପଞ୍ଚ ସତ୍ୟଭୂଷଣ ସାହୁ,ଭୈନାତୋର ଗ୍ରାମପଞ୍ଚାୟତ ସରପଞ୍ଚ ପ୍ରତିନିଧି ଆକାଶ ଦେହେରୀ, ଅମ୍ବାଭୋନା ଗ୍ରାମପଞ୍ଚାୟତ ସରପଞ୍ଚ ପ୍ରତିନିଧି ଗଜେନ୍ଦ୍ର ଦାସ, ରୁଚିଦା ଗ୍ରାମପଞ୍ଚାୟତ ସରପଞ୍ଚ ପ୍ରତିନିଧି ସନ୍ଯାସୀ ଦେହେରୀ, କୁମ୍ମୋ ଗ୍ରାମପଞ୍ଚାୟତ ସରପଞ୍ଚ ପ୍ରେମସାଗର ଦେହେରୀ,ଦ୍ବାରୀ ଗ୍ରାମପଞ୍ଚାୟତ ସରପଞ୍ଚ ଜ୍ଞାନ ରଂଜନ ଭୋଇ, ଡୁଙ୍ଗୁରୀ ଗ୍ରାମପଞ୍ଚାୟତ ସରପଞ୍ଚ ପ୍ରତିନିଧି ଦିଲ୍ଳୀପ ଦୋରା ପ୍ରମୁଖ ଉପସ୍ଥିତ ହୋଇଥିଲେ। ଏହି ଶୁଭେଛା କାର୍ଯ୍ୟକ୍ରମ ରେ ଅମ୍ବାଭୋନାବ୍ଳକ ସାମ୍ବାଦିକ ସଂଘ ର ବରିଷ୍ଠ ସାମ୍ବାଦିକ ଚନ୍ଦ୍ରମଣୀ ବେହେରା ଓ ସାମ୍ବାଦିକ ଅଜୟ ସାହୁ ଏବଂ ଅମ୍ବାଭୋନା ବ୍ଳକର ଜିପିଓ ସୁଶାନ୍ତ ଦାସଙ୍କ ନେତୃତ୍ବରେ ବିଭିନ୍ନ ଗ୍ରାମପଞ୍ଚାୟତର ପିଇଓ, ଏଡିଇଓ ଓ ବ୍ଳକ କର୍ମଚାରୀ,ଜେଇ, କିରାଣୀ ଆଦି ସମସ୍ତେ ଫୁଲତୋଡ଼ା ଓ ଉପଢୌକନ ପ୍ରଦାନ କରି ଶୁଭେଚ୍ଛା ଜଣାଇଥିଲେ।ଏହି ଅବସର ରେ ସାମ୍ବାଦିକ ଗଣ ପ୍ରଶ୍ନର ଉତ୍ତର ଦେଇ ନୂତନ ବିଡିଓ ଲଳିତ ବାଗ କହିଲେ ସରକାରଙ୍କ ଯୋଜନାଙ୍କୁ ସଫଳ ରୂପାୟନ ସକାଶେ ସମସ୍ତଙ୍କ ସହଯୋଗ ହେଲେ ନିଶ୍ଚିତ ଭାବେ ବିକାଶ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ।
Recent Comments