logo
add image
ପାଳଗଦାରେ ନିଆଁଲାଗି ପାଖରେ ଥିବା ଘରର କିଛି ଆସବାବପତ୍ର ପୋଡିପାଉଁଶ .

ପାଳଗଦାରେ ନିଆଁଲାଗି ପାଖରେ ଥିବା ଘରର କିଛି ଆସବାବପତ୍ର ପୋଡିପାଉଁଶ .

କଣ୍ଟାମାଳ/ବୌଦ୍ଧ/୧୮/୦୧/୨୦୨୫/ (ଆଧାର ମିଡ଼ିଆ//ରିପୋର୍ଟ-ପ୍ରଭଞ୍ଜନ ପୁରୋହିତ) ଗୁନ୍ଦୁଲିଆଗ୍ରାମପଞ୍ଚାୟତ ଅଧୀନ ଗୁନ୍ଦୁଲିଆ ଗ୍ରାମର ବିମ୍ବାଧର ବେହେରାଙ୍କ ପାଳଗଦାରେ କେଉଁ ଜଣେ ଅସାମାଜିକ ଯୁବକ ନିଆଁଲଗାଇ ଦେଇଥିବାରୁ ପାଳଗଦା ପୋଡିଯିବା ସହିତ ପାଖରେ ଥିବା ଆଜବେଷ୍ଟର ଘରର ଝରକାଦେଇ ସାମ୍ବାଦିକ ପ୍ରଭଞ୍ଜନ ପୁରୋହିତଙ୍କ କିଛି ଆସବାବ ପତ୍ରଫୋଡି ନଷ୍ଟ ହୋଇଯାଇଛି ନଷ୍ଟ ହୋଇଥିବା ଅସବାବ ପତ୍ରମୂଲ୍ୟ ପ୍ରାୟ ପନ୍ଦର ହଜାର ଟଙ୍କା ହେଵବୋଲି ଅକଲନରୁ ଜଣାପଡୁଛି.ନିଆକୁ ବାଉଁଶୁଣି ଦମକଲର ଚିତରଞ୍ଜନ ମହାର ଲିଡିଙ୍ଗ ଫାୟାର ମେନଙ୍କ ସମେତ ଅଲଷ୍ଟାଫ ସାମିଲ ଥିଲେ. ନିଆଁ ଏତେ ପ୍ରଖର ଥିଲା ଯେ ପ୍ରାୟ ଅଧାଘଣ୍ଟା ପାଣିମାରିବାପରେ ନିଆଁକୁ ଆୟତକରି ଲିଭାଇଥିଲେ.

Recent Comments

Leave Comments

Top