logo
add image
ବୌଦ୍ଧରେ ଶୁଭାରମ୍ଭ ହେଲା ସିଟି ବଜ଼ାର ମେଟ୍ରୋ .

ବୌଦ୍ଧରେ ଶୁଭାରମ୍ଭ ହେଲା ସିଟି ବଜ଼ାର ମେଟ୍ରୋ .

ବୌଦ୍ଧ/୧୮/୦୧/୨୦୨୫/ ବୌଦ୍ଧ ସହର ପ୍ରତିଷ୍ଠିତ ବ୍ୟବସାୟ ଅନୁଷ୍ଠାନ ସିଟି ବଜାର ମେଟ୍ରୋ ମଲ୍ ଆଜି ଶୁଭାରମ୍ଭ ହୋଇଯାଇଛି । ବୌଦ୍ଧ ସହରର ବୁଟୁପାଲି ରୋଡ଼ ରାଜନପାଲି ଛକ ନିକଟରେ ଲୋକଙ୍କ ସୁବିଧା  ଦୃଷ୍ଟିରୁ ଏହା ଏକ ବୃହତ୍ ବ୍ୟବସାୟିକ ପ୍ରତିଷ୍ଠାନ ଆରମ୍ଭ ହୋଇଛି। । ଏହି ସପିଂ ମଲକୁ ସତ୍ୟଭାମା ଅଗ୍ରୱାଲ ଓ ପୁଷ୍ପା ପୋଦାରଙ୍କ କର କୋମଳରେ ଶୁଭ ଉଦଘାଟନ କରାଯାଇଥିଲା । ଏହି ଉଦଘାଟନୀ ଉତ୍ସବରେ ଜୟ ପ୍ରକାଶ ଅଗ୍ରୱାଲ ,ହର୍ଷ ପ୍ରକାଶ ଅଗ୍ରୱାଲ ,ବୁଦ୍ଧ ନାରାୟଣ ପୋଦାର ଓ ଅଜୟ ପୋଦାରଙ୍କ ସମେତ ଅନ୍ୟାନ୍ୟ ବୁଦ୍ଧିଜୀବୀ ଓ ସିଟି ବଜ଼ାର ମେଟ୍ରୋର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Recent Comments

Leave Comments

Top