ପାଇକମାଳ/ବରଗଡ/ ୨୩ /୦୧ /୨୦୨୫/ (ଆଧାର ମିଡ଼ିଆ//ରିପୋର୍ଟ-ବିଦ୍ୟାଧର ସାହୁ )ପାଇକମାଳ ବ୍ଲକ ଅନ୍ତର୍ଗତ ନୁରସିଂ ନାଥ ସ୍ଥିତ ବୁଢାଦେଓ ମଣ୍ଡପରେ ଶ୍ରୀ ଦୁର୍ଯ୍ୟୋଧନ ପୁଟାଙ୍କ ସଭାପତିତ୍ୱରେ ଏକ ସଭାଅନୁଷ୍ଠିତ ହୋଇଥିଲା l ସଭାକୁ ଶ୍ରୀ ଚଇତୁସିଂ ଦେଓ ପରିଚାଳନା କରି ଥିବା ବେଳେ ମୁଖ୍ୟଅତିଥି ଭାବେ ଶ୍ରୀ ଶ୍ରୀ ନୁରସିଂ ନାଥ ମନ୍ଦିରର ମାର୍ଜାର କେଶରୀ ବିଚାର ରକ ଶ୍ରୀ ସୁବୋଧ ପଣ୍ଡା ଯୋଗ ଦେଇଥିଲେ l ପ୍ରଥମେ ବୀର ସୁରେନ୍ଦ୍ର ସାଏଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଦୀପ ପ୍ରଜଳନ କରାଯାଇ ଥିଲା l ଏଥିରେ ଝାରବନ୍ଧ ପାଇକମାଳ ବ୍ଲକର ଗୋଣ୍ଡ ସମାଜ କର୍ମକର୍ତା ଯୋଗ ଦେଇଥିଲେ l ଏଥିରେ ଚନ୍ଦ୍ର ସିଂ କୁମରା, ସୁବଲାଲ ମାଝୀ, ଯୁଗେଶ୍ୱର ମାଝୀ, ଭୁଜବଳ ପୁଟା, ଦେବାର ଧରୁଆ, ଆନନ୍ଦ ପୁଟl,ମାୟାଧର ଧରୁଆ, ସୁବ୍ରତ ଦିୱାନ, କେଶବ ଧରୁଆ , ରୁକ୍ମଣ ଧରୁଆ, ଆନନ୍ଦ ଧାରୁଆ,, କୁନ୍ତୁଲ ଧରୁଆ, ଟେଭା ପୁଟା, ସତମତି ପୁଟା, କୌଶଲ୍ୟା ଧରୁଆ,ପୁଷ୍ପାଞ୍ଜଳି ଧରୁଆ, ନିରୁପମା ପୁଟା ଆଦି ଯୋଗ ଦେଇ ମହାନ ସଂଗ୍ରମି ବୀର ସୁରେନ୍ଦ୍ର ସା ଏ ଙ୍କ ଗାଥା ଉପରେ ଆ ଲୋକପାତକରିଥିଲେ l ଶେଷରେ ସମାଜ ର ବରି ଷ୍ଟ କର୍ମୀ ରୁକ୍ମଣ ଧରୁଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ .
Recent Comments