logo
add image
 ସିଦ୍ଧ ମହାବୀର ପୀଠରେ ବାର୍ଷିକ ଉତ୍ସବ ଓ ଅଷ୍ଟପ୍ରହରୀ ଅନୁଷ୍ଠିତ.

ସିଦ୍ଧ ମହାବୀର ପୀଠରେ ବାର୍ଷିକ ଉତ୍ସବ ଓ ଅଷ୍ଟପ୍ରହରୀ ଅନୁଷ୍ଠିତ.

ପିପିଲି.୨୮/୧/୨୦୨୫/( ଆଧାର ମିଡ଼ିଆ )-ପୁରୀଜିଲ୍ଲା ପିପିଲି ବ୍ଲକ ରୂପଦେଇପୁର ପଞ୍ଚାୟତ ବାଜିଆପତି ଠାରେ ଥିବା ଜଳସେଚନ ବିଭାଗ ସେକ୍ସନ ଅଫିସ ମଧ୍ୟରେ ଥିବା ସିଦ୍ଧ ମହାବୀର ପୀଠରେ ତ୍ରୟୋଦଶ ତ୍ତମ ଜନ୍ମବାର୍ଷିକ ଉତ୍ସବ ଓ ଅଷ୍ଟ ପ୍ରହରୀ ନାମଯଂଜ୍ଞ ମହା ସମାରହୋରେ ପାଳିତ ହୋଇଯାଇଛି. ବାର୍ଷିକ ଉତ୍ସବରେ ମହାବୀରଙ୍କ ପୀଠରେ କଳସଯାତ୍ରା. ବିଭିନ୍ନ ପୂଜାର୍ଚନା. ହୋମ ଯଂଜ୍ଞ ହୋଇ ଥିବାବେଳେ  ଅଷ୍ଟ ପ୍ରହରୀ ନାମ ଯଂଜ୍ଞ ହୋଇଛି. ଏହି ଅଷ୍ଟ ପ୍ରହରୀରେ ଆଖ ପାଖ ଅଞ୍ଚଳର ନଦିଆ ସଂକୀର୍ତ୍ତନ ମଣ୍ଡଳୀ ଯୋଗ ଦେଇଥିବା ବେଳେ ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ ଓଡିଶାର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗଦେଇ ଥିଲେ.ଉପ ମୁଖ୍ୟମନ୍ତ୍ରୀ ଓ ବିଧାୟକଙ୍କ ଉପସ୍ଥିତ ଜାଣି ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଓ ଭକ୍ତଙ୍କ ଭିଡ଼ ଦେଖା ଦେଇଥିଲା. ଏହାକୁ ବିରାଟ ସାହି ଗ୍ରାମବାସି ଓ ଯୁବକ ମାନଙ୍କ ଦ୍ୱାରା କରାଯାଉ ଥିବା ଜାଣିବାକୁ ମିଳିଛି.

Recent Comments

Leave Comments

Top