logo
add image
ମହାସିଙ୍ଗି ପଞ୍ଚାୟତର ବିଭିନ୍ନ ସମସ୍ୟା ସମ୍ପର୍କରେ ସମୂହ ୱାର୍ଡ଼ସଭ୍ୟ ବିଡିଓଙ୍କୁ ସାକ୍ଷାତ

ମହାସିଙ୍ଗି ପଞ୍ଚାୟତର ବିଭିନ୍ନ ସମସ୍ୟା ସମ୍ପର୍କରେ ସମୂହ ୱାର୍ଡ଼ସଭ୍ୟ ବିଡିଓଙ୍କୁ ସାକ୍ଷାତ

ବାଲିଗୁଡା/୧୪/୦୩/୨୦୨୫/(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ମହାସିଙ୍ଗି ପଞ୍ଚାୟତର ୧୧ ଟି ୱାର୍ଡ଼ର ସମୂହ ୱାର୍ଡ଼ସଭ୍ୟ ନୂତନଭାବେ ଦାୟିତ୍ୱ ନେଇଥିବା ବିଡିଓ ଶୁଭ୍ରାଞ୍ଜଳି ପ୍ରଧାନଙ୍କୁ ଫୁଲତୋଡ଼ା ଦେଇ ଶୁଭେଚ୍ଛା ଜଣାଇବା ସହ ପଞ୍ଚାୟତରେ ଥିବା ପ୍ରତ୍ୟେକ ୱାର୍ଡର ପିଇବାପାଣି ସମସ୍ୟା ସହ କିଛି ୱାର୍ଡକୁ ପକ୍କାରାସ୍ତା ନଥିବା ଓ ଦୋକାନ ଗୃହ ଭଡା ଦେବାରେ ଅନିୟମିତତା, ନିୟମିତ ମାସିକ ବୈଠକ ଓ ଉନ୍ନତି ମୂଳକ କାର୍ଯ୍ୟ ହେଉ ନଥିବା ସହ ପଞ୍ଚାୟତକୁ ସର୍ବସାଧାରଣ ପାଇଁ ଆସିଥିବା ଟିଭିକୁ ସରପଞ୍ଚ ରଂଜିତ ମଲିକ ନିଜେ ରଖିଥିବା ଭଳି ଏକ ସଙ୍ଗୀନ ଅଭିଯୋଗ କରିଥିବା ଜାକେରପଡାର ୱାର୍ଡ଼ ସଭ୍ୟ ଵାଅନ ଚନ୍ଦ୍ର ମଲିକ, ଗେଗୁରପଦରର ହରିଶ ଚନ୍ଦ୍ର ,ଗୁମାପଦରର ନିତାଇ ଚନ୍ଦ୍ର ପାତ୍ର, ଇନ୍ଦିରାଜାର ଶ୍ରୀକାନ୍ତ ସାଣ୍ଢ ଓ ଅନ୍ୟାନ୍ୟ ୱାର୍ଡ ସଭ୍ୟ ସମୂହ ବିଡ଼ିଓଙ୍କୁ ଭେଟି ଲିଖିତ ଆକାରରେ ଅଭିଯୋଗ କରିଥିବା ଜଣାପଡିଛି l

Recent Comments

Leave Comments

Top