logo
add image
ଝୁଲନ୍ତା ଅବସ୍ଥାରେ ଯୁବକର ମୃତଦେହ ଉଦ୍ଧାର

ଝୁଲନ୍ତା ଅବସ୍ଥାରେ ଯୁବକର ମୃତଦେହ ଉଦ୍ଧାର

ବାଲିଗୁଡା/ ୧୭/୦୩/୨୦୨୫/:(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସହର ଖଜୁରୀନାଳରେ ଥିବା ଏକ ଭଡାଘରୁ ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଘଟଣାରୁ ପ୍ରକାଶ ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ନାରାୟଣପୁର ଗ୍ରାମର ରବୀନ୍ଦ୍ର କୁମାର ପାଢୀ (୩୫) ଖଜୁରୀନାଳ ସାହିରେ ଏକ ଭଡା ଘରେ ରହି ଆସୁଥିଲେ ।  ସକାଳୁ ତାଙ୍କର ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖି ସାହି ପଡିସା ପରିବାର ଲୋକଙ୍କୁ ଖବର ଦେବାପରେ ତାଙ୍କ ବାପା ସିମାଞ୍ଚଳ ପାଢୀ ଆସି ଥାନାରେ ଏକ ଲିଖିତ ରିପୋର୍ଟ ଦେବା ପରେ ପୁଲିସ ଉପସ୍ଥିତରେ ଏକ ଅପମୃତ୍ୟୁ ମାମଲା ୬/୨୫ ରୁଜୁ କରି ଶବକୁ ଜବତକରି ବାଲିଗୁଡା ଉପଖଣ୍ଡ ମେଡିକାଲ ରେ ଶବବ୍ୟବଛେଦ ହେବ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି ।

Recent Comments

Leave Comments

Top