କଣିହାଁ/୨0/୩/୨୦୨୫/(ଆଧାର ମିଡ଼ିଆ)-ଅନୁଗୋଳ କଣିହାଁ ବିଜେପି ପକ୍ଷରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଓଡ଼ିଶା ବିଜେପିର ପ୍ରାଣ ପ୍ରତିଷ୍ଠାତା ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଶୋକପାଳନ କରାଯାଇଛି, କଣିହାଁ ପଞ୍ଚାୟତ ଅଫିସ୍ ସଭାଗୃହ ଠାରେ କଣିହାଁ ମଣ୍ଡଳ ସଭାପତି ସୁଶାନ୍ତ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନଷ୍ଠିତ ଶ୍ରଦ୍ଧାଞ୍ଜଳୀ ସଭାରେ କଣିହାଁ ମଣ୍ଡଳ ବିଜେପି କାର୍ଯ୍ଯ କର୍ତ୍ତାମାନେ ଯୋଗ ଦେଇଥିଲେ, ଡାକ୍ତର ଦେବେନ୍ଦ୍ର ପ୍ରଧାନ କେନ୍ଦ୍ରମନ୍ତ୍ରୀ ଥିଲା ସମୟରେ ଓଡ଼ିଶାରେ ୧୬00କି ମି ଜାତୀୟ ରାଜପଥ କମ ସମୟ ଭିତରେ ନିର୍ମାଣ କରି ଦଳମତ ନିର୍ବିଶେଷରେ ଓଡିଶା ବାସୀଙ୍କ ପ୍ରିୟମନ୍ତ୍ରୀ,ଵନିଯାଇଥିଲେ , ସେ ଜଣେ ସ୍ପଟବାଦି ମେଳାପି ଶାନ୍ତ ସରଳ ସ୍ଵଭାବର ବ୍ୟକ୍ତିତ୍ଵ ଥିଲେ, ତାଙ୍କର ସେବା ତ୍ୟାଗ ସଂକଳ୍ପ ପାଇଁ ଡ଼ାକ୍ତର ପ୍ରଧାନ ସବୁଦିନ ପାଇଁ ଓଡିଶା ବାସୀଙ୍କ ଚିର ସ୍ମରଣୀୟ ହୋଇ ରହିବେ ବୋଲି କଣିହାଁ ଅଞ୍ଚଳର ବରିଷ୍ଟ ବିଜେପି ନେତା ମାନେ କହିବା ସହିତ ତାଙ୍କ ସ୍ମୁତିଚାରଣ କରିଥିଲେ ,ଶ୍ରଦ୍ଧାଞ୍ଜଳୀ ସଭାରେ ଜିଲ୍ଲା ଉପ ସଭାପତି ନୃସିହ ବରାଳ, ଜିଲ୍ଲା ପ୍ରତିନିଧି ଲୋକନାଥ ସାହୁ, ରାଜ୍ୟ ପରିଷଦ ସଭ୍ୟ ସଚିଦାନନ୍ଦ ପ୍ରଧାନ, ପୂର୍ବ ତନ ମଣ୍ଡଳ ସଭାପତି ଦେବେନ୍ଦ୍ର ବାରିକ, ପୂର୍ବତନ ସରପଞ୍ଚ ବିନୟ ପ୍ରଧାନ, ଦୁଃଖ ବନ୍ଧୁ ଭୂତିଆ, ଡିଲେଶ୍ଵର ବେହେରା, କୃଷକ ମୁର୍ଚ୍ଛା ସଭାପତି ସୁମନ୍ତ ପ୍ରଧାନ, ହରେକୃଷ୍ଣ ପ୍ରଧାନ, ରମେଶ ସାମଲ , ଚିନ୍ମୟ ପ୍ରଧାନ, ବିଟା ସାହୁ , ହର ମୋହନ ସାହୁ, ସିପୁନ ବେହେରା , ନିରୋଜ ସାହୁ ,ବଳଭଦ୍ର ଦାସ , ହେମନ୍ତ ଦେହୁରୀ , ବିଶି କେଶନ ଲେଙ୍କା, ରାଜ କିଶୋର ସାହୁ , ମୋନଜ ପ୍ରଧାନ , ଶୋଭାଗ୍ୟ ସାହୁ, ଚରଣ ବେହେରା, ମୂଳିଆ ପରିଡ଼ା, ମଦନ ମୋହନ ପ୍ରଧାନ,ମନମୋହନ ସାହୁ, ତୁଷାର ବେହେରା , ହରିହର ପ୍ରଧାନ ,ବିଶ୍ୱଜିତ ଭୁତିଆ, ଜୁଗଳ କିଶୋର ପ୍ରଧାନଙ୍କ ସହ ଶତାଧିକ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ,
Recent Comments