ଖଡ଼ିଆଳ/ନୂଆପଡା/୦୫/୦୪/୨୦୨୫/)ଆଧାର ମିଡ଼ିଆ//ରିପୋର୍ଟ-ସୁଜିତ କୁମାର ପ୍ରଧାନ) ନୂଆପଡା ଜ଼ିଲ୍ଲା ଖଡ଼ିଆଳ ବ୍ଲକ ରାଣିମୁଣ୍ଡା ସରପଞ୍ଚ ଓ ପୂର୍ବତନ ପିଇଓ ଭିଜିଲାନ୍ସ ହାତରେ ବନ୍ଧାହେଲେ। ବିଭିନ୍ନ ଦୁର୍ନୀତି ଅଭିଯୋଗକୁ ତଦନ୍ତ କରି କୋରାପୁଟ ଭିଜିଲାନ୍ସ କେଶ ନମ୍ବର 15/4.4.2025ରେ ଏକ ମାମଲା ରୁଜୁକରି ଦୁଇଜଣଙ୍କୁ ଗିରଫ କରିବା ସହ ତଦନ୍ତ ଚଳାଇଛି. ସୂଚନା ମୁତାବକ ସରପଞ୍ଚ ତୁକାରାମ ହିଆଲ ଓ ପୂର୍ବତନ ପିଇଓ ଭୀଷ୍ମରାଜ ମେହେର ପଂଚାୟତଙ୍କୁ ଆସିଥିବା ୧୫ ସିଏଫସି ଅର୍ଥଙ୍କୁ କାମ ନକରି ହେରଫେର ଅଭିଯୋଗରେ ଦୁଇଜଣକୁ ଗିରଫ କରିଛି କଳାହାଣ୍ଡି ଭିଜିଲାନ୍ସ,.ଗିରଫ ପରେ ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି।
Recent Comments