logo
add image
ଅଂଶୁ ଘାତରେ ସୁନିଲ କାଣ୍ଡ ପରଲୋକ/

ଅଂଶୁ ଘାତରେ ସୁନିଲ କାଣ୍ଡ ପରଲୋକ/

ବିନିକା/୨୫/୪/୨୦୨୫/(ଆଧାର ମିଡ଼ିଆ)-ଗୁରୁବାର ଦିନ ଵିନିକା ବ୍ଳକ ମହଦା ଗ୍ରାମର ସୁନିଲ କାଣ୍ଡ-୩୫ଙ୍କ ଅଂଶୁ ଘାତରେ ପରଲୋକ କରିଥିବା ଅଭିଯୋଗ ହୋଇଛି। ସୁଚନା ଯୋଗ୍ୟ ଗୁରୁବାର ବିନିକା ଅଞ୍ଚଳରେ ୪୫ ଡିଗ୍ରୀ ଉପରେ ତାତିରେ ସୁନିଲ କାଣ୍ଡ ନିର୍ମାଣ ଶ୍ରମିକ ଭାବରେ କାର୍ଯ୍ୟ କରୁଥିବା ସମୟରେ ଅସୁସ୍ଥ ଅନୁଭବ କରିବାରୁ ଘରକୁ ଆସିଥିଲେ। ପରିବାର ଲୋକ ଆମ୍ବୁଲାନ୍ସ ଦ୍ଵାର ବିନିକା ଡାକ୍ତର ଖାନାକୁ ଆଣିଥିଲେ। ଚିକିତ୍ସାଧିନ ଅଵସ୍ତାରେ ତାଙ୍କରି ପରଲୋକ ହୋଇଥିଲା। ଲଛିପୁର ଥାନା ରେ ଲିଖିତ ଅଭିଯୋଗ ପରେ ଲଛିପୁର ଥାନା ୟୁଡି କେଶ୍ ନମ୍ବର -୪/ ୨୪-୪ ଏକ ମାମଲା ରୁଜୁ କରି  ପୁଲିସ୍ ଡାକ୍ତର ଖାନାରେ ପହଞ୍ଚି ଶବକୁ ଜବତକରି ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଲଛିପୁର ଆଇ ଆଇସି ଭୋଜରଜ ସା ପ୍ରକାଶ କରିଛନ୍ତି।

Recent Comments

Leave Comments

Top