logo
add image
ବୋମା ଜବତପରେ ପୋଲିସ ପକ୍ଷରୁ ଥାନାରେ ମାମଲା.

ବୋମା ଜବତପରେ ପୋଲିସ ପକ୍ଷରୁ ଥାନାରେ ମାମଲା.

ପିପିଲି/୧୯/୫/୨୦୨୫/( ଆଧାର ମିଡ଼ିଆ)-ପିପିଲି ଥାନାର କାର୍ଯ୍ୟରତ ଏସ ଆଇ ସୁରମା ସ୍ୱାଇଁ ପିପିଲି ଥାନା କେଶ ନଂ ୩୦୩ /୨୫  ମାମଲାର ତଦନ୍ତ କରିବାକୁ ଯାଉଥିବା ବେଳେ ଓରକଳ ପାଣିଟାଙ୍କି ନିକଟରୁ ଏକ ବ୍ୟାଗରେ ଥିବା ବୋମାକୁ ଜବତ କରିଥିଲେ. ଏହି ବୋମା ବ୍ୟାଗପାଇ ପିପିଲି ଥାନା ଆଇ ଆଇ ସି ସୌମେନ୍ଦ୍ର ଶେଖର ତ୍ରିପାଠୀଙ୍କୁ ଜଣାଇ ଏକ ଅଭିଯୋଗ କରିଥିଲେ. ଯାହାକି ଥାନା ଆଇ ଆଇ ସି ଶ୍ରୀ ତ୍ରିପାଠୀ ଥାନା କେଶ ନଂ ୩୦୪ /୨୪  ଦଫା-4&୫  ଇ.ଏସ ଆକ୍ଟରେ ମାମଲା ଆଗତ କରି ତଦନ୍ତ ଚଳାଇଛନ୍ତି.

Recent Comments

Leave Comments

Top