logo
add image
ଲୁଗା ଦୋକାନରୁ ଲକ୍ଷାଧିକ ଟଙ୍କାର ଲୁଗାଚୋରି.

ଲୁଗା ଦୋକାନରୁ ଲକ୍ଷାଧିକ ଟଙ୍କାର ଲୁଗାଚୋରି.

ପୁରୀ/୧୯/୫/୨୦୨୫/( ଆଧାର ମିଡ଼ିଆ )-ପୁରୀ ଜିଲ୍ଲା ପିପିଲି ଏସଡିପିଓଙ୍କ କାର୍ଯ୍ୟାଳୟ ଅଧିନ ବଳଙ୍ଗା ବଜାରରୁ ଏକ ଲୁଗା ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ରବିବାର ଦିନ ବିଳମ୍ବିତ ରାତ୍ରୀରେ ଚୋରି ହୋଇଥିବା ସୂଚନା।  ଏନେଇ ଥାନାରେ ଅଭିଯୋଗ ହୋଇଛି. ବଳଙ୍ଗା ପୋଲିସ ଦୋକାନରେ ଲାଗିଥିବା ସିସି ଟିଭି ଫୁଟେଜକୁ ଯାଞ୍ଚକରି ତଦନ୍ତ ଚଳାଇଛି. ସିସି ଟିଭିରୁ କଏଦ ହୋଇଥିବା ଚୋରଟି ବାଂଲାଦେସି ଫେରିବାଲା ବୋଲି ସନ୍ଦେହ କରାଯାଉଛି. ଆଗକୁ ଆମ ଓଡ଼ିଆ ପର୍ବ ସାବିତ୍ରୀ ଓ ରଜ ଆସୁଥିବା ହେତୁ ଏହି ଚୋରି ହୋଇଥିବା ଚର୍ଚ୍ଚାହେଉଛି.

Recent Comments

Leave Comments

Top