logo
add image
*ଦୁର୍ଘଟଣାରେ ଅବସର ପ୍ରାପ୍ତ ଡାକ୍ତରଙ୍କ ମୃତ୍ୟୁ*

*ଦୁର୍ଘଟଣାରେ ଅବସର ପ୍ରାପ୍ତ ଡାକ୍ତରଙ୍କ ମୃତ୍ୟୁ*

ସମ୍ବଲପୁର/୧୯/୦୫/୨୦୨୫(ଆଧାର ମିଡ଼ିଆ/ରିପୋର୍ଟ -ସୁନିଲ କୁମାର ନାଥ)-ସମ୍ବଲପୁର ଅଇଁଠାପାଲି ଛକ ନିକଟରେ ଟ୍ରକ ଓ ସ୍କୁଟି ମଧ୍ଯରେ ଧକ୍କା ,ଦୁର୍ଘଟଣାରେ ଜଣେ  ଅବସର ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ବେଳେ ଡାକ୍ତର ଜଣକହେଲେ ଜ଼ିଲ୍ଲା ମୂଖ୍ୟ ଚିକିତ୍ସାଳୟ ଅବସରପ୍ରାପ୍ତ ଏଡିଏମଏଓ ଭରତ ଦାଶ ବୋଲି ସ୍ପଷ୍ଟ ହୋଇଛି l ସେ ଦୀର୍ଘଦିନ ଧରି ସମ୍ବଲପୁର ମେଡ଼ିକାଲରେ କାର୍ଯ୍ୟ କରିବା ସହିତ ମହାନଗର ନିଗମରେ ମଧ୍ୟ କାର୍ଯ୍ୟ କରିଛନ୍ତି l ଭରତ ଦାସ ଜଣେ ମେଲାପି ବ୍ୟକ୍ତି ହୋଇଥିବା ବେଳେ ନିଜର ଜୀବନ କାଳ ଲୋକଙ୍କ ସେବାରେ ବିତାଇ ଦେଇଛନ୍ତି ଆଜି ତାଙ୍କ ନିଧନରେ ସମ୍ବଲପୁର ମେଡ଼ିକାଲ ପରିସରରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି l

Recent Comments

Leave Comments

Top