logo
add image
ରାୟଗଡା ଜିଲ୍ଲାର ବିଷମକଟକ ବ୍ଲକ ଚାଟିକଣା ଅଞ୍ଚଳରେ ହାତୀ ଉପଦ୍ରବ।

ରାୟଗଡା ଜିଲ୍ଲାର ବିଷମକଟକ ବ୍ଲକ ଚାଟିକଣା ଅଞ୍ଚଳରେ ହାତୀ ଉପଦ୍ରବ।

ବିଷମକଟକ/୨୨/୦୫/୨୦୨୫/(ଆଧାର ମିଡ଼ିଆ//ରିପୋର୍ଟ-କାଷିନାଥ ପାଳ)-ଚାଟିକଣା ଅଞ୍ଚଳର ରାଣୀବନ୍ଦ ଓ ହାଡସିଙ୍କୁଳା ଅଞ୍ଚଳରେ ହାତୀପଲ ଦେଖି ଲୋକେ ଭୟବୀତ । ଚାଟିକଣା ଅଞ୍ଚଳର ଥିବା ମହେନ୍ଦ୍ର ଚୌହାନଙ୍କ ବଗିଚା ନଷ୍ଟ କରିଥିବା ଜଣାପଡିଛି ।ବର୍ତ୍ତମାନ ହାଡସିଙ୍କୁଳା ପାହାଡରେ ଏହି ହାତୀପଲ ରହିଥିବା ବେଳେ ରେଳ ଲାଇନ ନିକଟକୁ ନ ଆଶିବା ନିମନ୍ତେ ଗ୍ରାମବାସୀ ଓ ବନ ବିଭାଗ ଚେଷ୍ଟାଯାରି ରଖିଛନ୍ତି । ଅଞ୍ଚଳର ଅନେକ ଚାଷ ଓ ବଗିଚାର ଫଳମୂଳ ନଷ୍ଟ କରିଥିବା ସହ ଖାଦ୍ୟ ଅନେଷ୍ବଣରେ ହାତୀପୋଲ ନିୟମଗିରି ପାହାଡରୁ ତଳକୁ ଚାଲି ଆଶିଥିବା ଜଣାପଡିଛି । ଘୋଟଣାସ୍ଥଳରେ ବିଷମକଟକ ବନ ବିଭାଗ ପହଞ୍ଚି ହାତୀକୁ ରେଳ ଲାଇନ ଆଡକୁ ନ ଆଶିବା ସହ ଜଙ୍ଗଲ ମୁହାଁ କରାଉଥିବା ବନ ବିଭାଗ ପକ୍ଷରୁ ସୁଚନା ମିଳୁଛି ।

 

Recent Comments

Leave Comments

Top