logo
add image
ରେଙ୍ଗାଲି ମଣ୍ଡଳ ବିଜେପି ପକ୍ଷରୁ କାର୍ଯ୍ୟକର୍ତ୍ତା ଚୟନ ବୈଠକ ଅନୁଷ୍ଠିତ

ରେଙ୍ଗାଲି ମଣ୍ଡଳ ବିଜେପି ପକ୍ଷରୁ କାର୍ଯ୍ୟକର୍ତ୍ତା ଚୟନ ବୈଠକ ଅନୁଷ୍ଠିତ

କଣିହାଁ/୨୨/୫/୨୦୨୫/(ଆଧାର ମିଡ଼ିଆ)-ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଲି ମଣ୍ଡଳ ବିଜେପି ପକ୍ଷରୁ ବୁଧବାର ଦଲକ ପଞ୍ଚାୟତ ନାଲମ ସିସୁ ମନ୍ଦିରଠାରେ ବିଜେପିର ଏକ ବୈଠକ ଜିଲ୍ଲା ଉପସଭାପତି ନୃସିଂହ ଚରଣ ବରାଳଙ୍କ ସଭାପତିତ୍ବରେ  କାର୍ଯ୍ୟକର୍ତ୍ତା ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ଚୟନ ବୈଠକ ଅନୁଷ୍ଠିତ ହୋଇଥିଲା l ନୂତନ କମିଟିର ସଦସ୍ୟ ମଣ୍ଡଳ ସଭାପତି ହେରେ କୃଷ୍ଣ ପ୍ରଧାନ, ଉପସଭାପତି ହରିହର ସାହୁ,ନିଶାକର ପ୍ରଧାନ, ନମିତା ଜେନା, ବିରଞ୍ଚି ସାମଲ, ଲିପିକା ପ୍ରଧାନ,ହୋଇ ଥିବାବେଳେ,ମଣ୍ଡଳ ସାଧାରଣ ସମ୍ପାଦକ ଟିକନ ପ୍ରଧାନ ବାଲିପଶି,କବିରାମ ନାୟକ କାକୁଡ଼ିଆ,ମଣ୍ଡଳ ସମ୍ପାଦକ ଭାବେ ଅନିଲ ସାହୁ ଡେରାଙ୍ଗ,ପ୍ରକାଶଚନ୍ଦ୍ର ଧୀର ରେଙ୍ଗାଲି,ପିଙ୍କି ବେହେରା ବାଲିପଶି, କୁନୀଲତା ପ୍ରଧାନ ହନୁମାନପୁର,ରଶ୍ମିତା ମହାରଣା ତଳପଦା,ମଣ୍ଡଳ କୃଷକ ମୋର୍ଚ୍ଚା ସଭାପତି ଦୁଃଖବନ୍ଧୁ ସାହୁ ଦଲକ, ସମ୍ପାଦକ ବିମଳ ପ୍ରଧାନ ବାଲିପଶି, ହରିଜନ ମୋର୍ଚ୍ଚା ସଭାପତି ସନ୍ତୋଷ ନାଏକ ଡେରଙ୍ଗ, ସମ୍ପାଦକ ପଦ୍ମ ଲୋଚନ ନାଏକ ତାଳପଦା, ଯୁବ ମୋର୍ଚ୍ଚା ସଭାପତି ବିଭୁତି ସ୍ୱାଇଁ, କୁଳମା, ଓବିସି ମୋର୍ଚ୍ଚା ସଭାପତି ବିଧାନ ସାହୁ ତାଳପଦା, ସମ୍ପାଦକ ଟୁନାସାହୁ ଡେରଙ୍ଗ ଏସଟି ମୋର୍ଚ୍ଚା ସଭାପତି ରିମିତା ମାଝୀ ବାଲିପଶି, ସମ୍ପାଦକ ରଞ୍ଜନ ଗଡ଼ତିଆ ଦଲକ, ମହିଳା ମୋର୍ଚ୍ଚା ସଭାନେତ୍ରୀ ମିନା ସାମଲ ରେଙ୍ଗାଲି, ସମ୍ପାଦକ ଲୋକା ଅଙ୍ଗରିଆ ସମେତ ,ଜିଲ୍ଲ ର ନୂତନ ବିଜେପି କମିଟିରେ ତାଳଚେର ପ୍ରଭାରୀ ନୃସିଂହ ବରାଳ,ବିନୟ ପ୍ରଧାନ, ତ୍ରିପୁରାରି ପ୍ରଧାନ,ଚନ୍ଦନ ସ୍ୱରାଜ,ଧ୍ରୁବ ଧୀର, ସୁମନ୍ତ ପ୍ରଧାନ, ବିଛନ୍ଦ ସାହୁ, ଶ୍ୟାମ ସୁନ୍ଦର ସାହୁ, ଅଞ୍ଜଳି ପ୍ରଧାନ, ଦିବାକର ପ୍ରଧାନ, ଜଗମୋହନ ପ୍ରଧାନ, ସୁରେଶ ଧଳ, ଟିକନ ମହାନ୍ତି, ଯୁବ ମୋର୍ଚ୍ଚା ପକ୍ଷରୁ ହୃଦୟ ପ୍ରଧାନ, ବିରଞ୍ଚି ସାମଲ, ନିର୍ମଳ ବେହେରା ପ୍ରମୁଖ ବିଜେପି ର ଜିଲ୍ଲା କମିଟିରେ ସ୍ଥାନ ପାଇଥିବା ବେଳେ, ମଣ୍ଡଳ କମିଟିଙ୍କୁ ଆଗାମୀ ଦିନପାଇଁ ବିଜେପିର ମଜଭୁତ ସଂଗଠନ ନିମେତ ବୈଠକରେ ଆଲୋଚନା ହୋଇଥିଲା, ଏବଂ ନୂତନ କମିଟିଙ୍କୁ ଦାଇତ୍ୱ ପ୍ରଦାନ କରାଯଇଥିଲା l

Recent Comments

Leave Comments

Top