logo
add image
ଶୀତଳ ଷଷ୍ଠୀ ଅବସରରେ ସୋନପୁରର ଶୈବପୀଠରେ ସ୍ବଚ୍ଛତା ଓ ପଲିଥିନ ମୁକ୍ତ ଅଭିଯାନ-

ଶୀତଳ ଷଷ୍ଠୀ ଅବସରରେ ସୋନପୁରର ଶୈବପୀଠରେ ସ୍ବଚ୍ଛତା ଓ ପଲିଥିନ ମୁକ୍ତ ଅଭିଯାନ-

ସୋନପୁର/୩୧ /୦୫/୨୦୨୫/(ଆଧାର ମିଡ଼ିଆ)-ପବିତ୍ର ଶୀତଳ ଷଷ୍ଠୀ ଅବସରରେ ସୋନପୁରର ଶ୍ରୀ ଲୋକନାଥ ଓ ସମସ୍ତ ଶୈବ ପୀଠ ମାନଙ୍କରେ ସ୍ଵଚ୍ଛତା ଓ ପଲିଥିନ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି l ଅନୁଷ୍ଠାନର ସଭାପତି ସାୟଦ ଅଲିମୂଲ୍ ଇସଲାମ ଓ ଉପ ସଭାନେତ୍ରୀ ଇନ୍ଦୁମତି ପୁରୋହିତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱା ବଧାନରେ ମନୋରଞ୍ଜନ ତ୍ରୀପାଠୀଙ୍କ ସଂଯୋଜନାରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ପୌର ପରିଷଦ କାର୍ଯ୍ଯ ନିର୍ବାହୀ ଅଧିକାରୀ ୠଷିମାଝୀ ଅତିଥି ଭାବେ ସାମିଲ୍ ହୋଇଥିଲେ l ବରିଷ୍ଠ ସଦସ୍ୟ ପ୍ରମୋଦ କୁମାର ସାହୁ, ପ୍ରହଲ୍ଲାଦ ମିଶ୍ର, ପ୍ରଫୁଲ୍ଲ ନାୟକ, ଲଡୁ କିଶୋର ମଲ୍ଲିକ, ଡ଼ା ସରୋଜ ପଟେଲ, ସୁଶାନ୍ତ ସାହୂ, ରବୀନ୍ଦ୍ର ଜେନା, ପ୍ରତାପ ଦାଶ, ତ୍ରିଲୋଚନ ତରିଆ, ଜୟ ନାରାୟଣ ସାହୁ, ନାରାୟଣ ରଥ, ପ୍ରମୋଦ ମହାରଣା, ଅମର ଭୁତ, ଜୟନ୍ତ ବେହେରା, ପ୍ରମୁଖ ସମସ୍ତ ସଦସ୍ୟ ଅଭିଜାନ ରେ ସାମିଲ୍ ରହି ସମାଜକୁ ସ୍ଵଚ୍ଛତାର ବାର୍ତ୍ତା ପ୍ରଦାନ କରିଥିଲେ l ଆଜି ଶିବ ମହାପ୍ରଭୁଙ୍କ ବାରାତ ଯୋଗୁଁ ପୌର ପରିଷଦ ପକ୍ଷରୁ ମଧ୍ୟ ସହରର ମୁଖ୍ୟ ରାସ୍ତାରେ ସ୍ଵଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି l

Recent Comments

Leave Comments

Top