logo
add image
ବିରଙ୍ଗନା ରାଣୀଦୁର୍ଗାବତୀଙ୍କ ବଳିଦାନ ଦିବସରେ ବୃକ୍ଷ ରୋପଣ

ବିରଙ୍ଗନା ରାଣୀଦୁର୍ଗାବତୀଙ୍କ ବଳିଦାନ ଦିବସରେ ବୃକ୍ଷ ରୋପଣ

ପାଇକମାଲ/ବରଗଡ/୨୪ /୦୬ /୨୫/(ଆଧାର ମିଡ଼ିଆ// ରିପୋର୍ଟ/ ବିଦ୍ୟାଧର ସାହୁ)-ବରଗଡ ଜିଲ୍ଲା ପାଇକମାଳ ସ୍ଥିତ ନୃସିଂହନାଥ ବଡ଼ଦେଓ ମଣ୍ଡପ ଠାରେ ସଭାପତି ଗଜରାଜ ସିଂ ପୁଟାଙ୍କ ଅଧ୍ୟକ୍ଷତାରେ ବିରଙ୍ଗନା ରାଣୀ ଦୁର୍ଗାବତୀଙ୍କ ବଳିଦାନ ଦିବସ ପାଳନ କରାଯାଇଥିଲା।କାର୍ଯ୍ୟକ୍ରମକୁ ଦୁର୍ଯ୍ୟୋଧନ ପୁଟା ପରିଚାଲନା କରିଥିଲେ l ସର୍ବ ପ୍ରଥମେ ବିରାଙ୍ଗନା ରାଣୀ ଦୁର୍ଗାବତୀଙ୍କ ୪୬୨ ତମ ବଳିଦାନ ଦିବସରେ ଶ୍ରୀଶ୍ରୀ ବଡ ଦେଓପୂଜା ପରେ ଦୁର୍ଗା ବତୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଦୀପ ପ୍ରଜ୍ୱଳନ କରି ମଣ୍ଡପ ପରିସରରେ ବୃକ୍ଷ ରୋପଣ କରା ଯାଇଥିଲା  
ଏଥିରେ ଝାରବନ୍ଧ,ପାଇକମାଳ,ପଦ୍ମପୁର ବ୍ଲକର ଗୋଣ୍ଡ ସମାଜର ସଭାପତି, ସମ୍ପାଦକ, ବିଭିନ୍ନ ପଦ ପଦା ଧିକାରୀ ଗଣ ଉପସ୍ଥିତ ଥିଲେ lଉପ ସଭାପତି ଚିତ୍ତରଞ୍ଜନ ପରେ, ଭୋଳାନାଥ ଜଗତ, ଚଇ ତୁ ସିଂ ଦେଓ, ରତିରାମ ସିଦାର,ଦିଲ୍ଲୀପ ଧରୁଆ, କୃଷ୍ଣ ଧରୁଆ, ଶୋଭାରାମ ଧରୁଆ, ନାରଦ ସିଦାର, ସୁଗ୍ରୀଲାଲ ସିଦାର,ରବି ବିଳାସ ଧରୁଆ,  ଆନନ୍ଦ ଧରୁଆ, ରାମେଶ୍ୱର ସିଦାର ,ଦୀପାଞ୍ଜଳି ଧରୁଆ,କମାଲ ଲୋଚନ ଭୋଇ, ପରୀକ୍ଷିତ ଧରୁଆ, ପବିତ୍ର ସିଦାର, ଦେଓ କୁମାର ସିଦାରଆଦି ଯୋଗଦାନ କାରି ଥିଲେ l ସଭା ଶେଷରେ ନରସିଂହ ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ l

Recent Comments

Leave Comments

Top