logo
add image
ରେଙ୍ଗାଲି ଅବକାରୀ ବିଭାଗ ଦ୍ଵାରା ୩୩୦ ବୋତଲ କଫସିରଫ ସହ ତିନିଜଣ ଗିରଫ

ରେଙ୍ଗାଲି ଅବକାରୀ ବିଭାଗ ଦ୍ଵାରା ୩୩୦ ବୋତଲ କଫସିରଫ ସହ ତିନିଜଣ ଗିରଫ

ସମ୍ବଲପୁର /ରେଙ୍ଗାଲି ତା:୧୯/୦୭/୨୦୨୫(ଆଧାର ମିଡ଼ିଆ/ରିପୋର୍ଟ-ସୁନିଲ କୁମାର ନାଥ)-ରେଙ୍ଗାଲି ଅବକାରି ବିବଭାଗକୁ ମିଳିଛି ବଡ ଧରଣର ସଫାଲତା। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଆଦର୍ଶ ଅବକାରୀ ଥାନା ପୋଲିସ ଆଜି ସକାଳେ ପେଟ୍ରୋଲିଙ୍ଗ କରୁଥିବା ବେଳେ ରେଙ୍ଗାଲି ରେଲୱେ ଷ୍ଟେସନ ନିକଟସ୍ଥ ଦୁର୍ଗାମନ୍ଦିର ସମ୍ମୁଖରେ ତିନିଜଣ ବ୍ୟକ୍ତିଙ୍କୁ ୩୩୦ ବୋତଲ କଫ ସିରଫ ,ଏକ ରୟାଲ ଏନଫିଲ୍ଡ ବୁଲେଟ ଗାଡିରେ ନେଉଥିବା ବେଳେ କାବୁ କରିଥିଲା l ରେଙ୍ଗାଲି ଆଦର୍ଶ ଅବକାରୀ ଥାନା ପୋଲିସ ଏମାନଙ୍କୁ ଗିରଫ କରି,ପଚରା ଉଚୁରା କରି ସାରିଲା ପରେ ଆଜି କୋର୍ଟଚାଲାଣ କରିଛି l

Recent Comments

Leave Comments

Top