ପିପିଲି/୨୪/୭/୨୦୨୫/(ଆଧାର ମିଡ଼ିଆ)-ପୁରିଜିଲ୍ଲା ପିପିଲି ବ୍ଲକ ରୂପଦେଇପୁର ପଞ୍ଚାୟତ ରୂପଦେଇପୁର ଗ୍ରାମରେ ଦ୍ଵିତୀୟ ବାର୍ଷିକ ମହୋଚ୍ଛବ ଅନୁଷ୍ଠିତ ହୋଇଯାଇଛି ,ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ ଯୋଗ ଦେଇଥିଲେ ,ଅନ୍ୟମାନଙ୍କ ମଧ୍ୟରେ ରମେଷ ଚନ୍ଦ୍ର ମହାପାତ୍ର , ଭଗବାନ ପୃଷ୍ଟି ପ୍ରମୁଖ ଯୋଗ ଦେଇଥିବା ବେଳେ ଉକ୍ତ ମଞ୍ଚରେ ନାନା ସ୍ନାସ୍କୃତିକ ଏକ କାର୍ଯ୍ୟ କ୍ରମ ପରିବେଷଣ କରାଯାଇଥିଲା ,ପରେ କଳାକାର ମାନଙ୍କୁ ମୁଖ୍ୟ ଅତିଥି ମାନଙ୍କ ଦ୍ଵାରା ସଂମ୍ମାନିତ କରଯାଇଥିଲା ,ଏହି ସଭାକୁ ଗୋପବନ୍ଧୁ ଯୁବ ବିକାଶ ପରିଷଦର ସଭାପତି ସୁଶାନ୍ତ କୁମାର ସାହୁ ,ସମ୍ପାଦକ ଦେବରଞ୍ଜନ ମହାରଣା ମଞ୍ଚପରିଚାଳନା କରିଥିଲେ ।
Recent Comments