logo
add image
ଘରୋଇ କଳିରୁ ବାପ ଓ ପୁଅ ମୃତ.

ଘରୋଇ କଳିରୁ ବାପ ଓ ପୁଅ ମୃତ.

ପୁରୀ/୨୬/୭/୨୦୨୫/( ଆଧାର ମିଡ଼ିଆ)-ପିପିଲି ଥାନା ଅଧୀନରେ ଥିବା ସାତଶଙ୍ଖ ଫାଣ୍ଡି ଅଞ୍ଚଳ ପୋଟଳ ଗ୍ରାମରେ ଜଣେ ବ୍ୟକ୍ତି ତାର 2 ବର୍ଷର ଶିଶୁ ପୁତ୍ରକୁ ଫ୍ୟାନରେ ରଶି ଲଗାଇ ନିଜେ ଫ୍ୟାନରେ ରଶି ଲଗାଇ ଆତ୍ମ ହତ୍ୟା କରିଛି. ବ୍ୟକ୍ତି ଜଣଙ୍କ ଦୀପା ପାଣି ବୋଲି ସୂଚନା ମିଳିଛି. ପାରିବାରିକ କଳହକୁ ନେଇ ଘଟିଥିବା ଚର୍ଚ୍ଚାହେଉଛି. ପୋଲିସ ଖବରପାଇ ଘଟଣା ସ୍ଥଳରେ ପହଞ୍ଚି ଘଟଣା ଅନୁଧ୍ୟାନ କରୁଛି.

Recent Comments

Leave Comments

Top