ବିଷମକଟକ/୩/୮/୨୫/(ଆଧାର ମିଡ଼ିଆ//ରିପୋର୍ଟ-କାଷିନାଥ ପାଳ)- ରାୟଗଡା ଜିଲ୍ଲା ବିଷମକଟକ ମା ତାରିଣୀ ମନ୍ଦିରରେ ବିଶ୍ଵହିନ୍ଦୁ ପରିଷଦ ରାୟଗଡା ତତ୍ତୂାଧାନରେ ଜିଲ୍ଲାସ୍ତରୀୟ ପୂଜକ ମାନଙ୍କ ସଂଗଠନ କରିବାପାଇଁ ବୈଠକ ବସିଥିଲା.ଏହି ବୈଠକରେ ବିଶ୍ଵହିନ୍ଦୁ ପରିଷଧ ରାୟଗଡାର ଶ୍ରୀ ଲଳୀତ ମୋହନ ଜେନା ସଭାପତି ଦାଇତ୍ବ ଗ୍ରହରକରି ପ୍ରୟ ୫୩ ଜଣ ପୂଜକ ମାନଙ୍କୁ ସ୍ବାଗତ ଜଣାଇ ଆଜୀର ବୈଠକ ଆରମ୍ଭକରିଥିଲେ.ପ୍ରଥମେ ଶ୍ରୀ ସନ୍ତୋଷ କୁମାର ପଟନାୟକ ସମାଜ ସେବୀ ଶ୍ରୀ ସିମାଞ୍ଚଳ ଆଚାରୀଙ୍କୁ ସଭାପତିତ୍ୱ କରିବାକୁ ପ୍ରସ୍ତାବ ଦେଇଥିଲେ.ଏବଂ ଉକ୍ତ ପ୍ରସ୍ତାବଟିକୁ ଉପସ୍ଥିତ ସମସ୍ତ ସଦସ୍ୟ ମାନେ ସ୍ରଧାରେଗ୍ରହଣ କଲେ ସମ୍ପାଦକ ପଦବି ପାଇଁ ଶ୍ରୀ ଧନୁ ପ୍ରଧାନ ,ଶ୍ରୀ ଉମାଶଙ୍କର ସାବତଙ୍କୁ ସମ୍ପାଦକ ପ୍ରସ୍ତାବ ଦେଇଥିଲେ ଏବଂ ଉକ୍ତ ସଭାରେ ଥିବା ସମସ୍ତ ସଦସ୍ୟ ଗ୍ରହଣ କରିଥିଲେ କଷାଧକା ପଦବି ପାଇଁ ଶ୍ରୀ ଦିଲିପ୍ ପଟନାୟକଙ୍କୁ ଲିଗାଲ୍ ଆଡ୍ ଭାଇ ଜର୍,ଶ୍ରୀ ଚିନ୍ତାମଣୀ ସାବତଙ୍କୁ କୋଷାଧକ୍ଷ ପଦବିପାଇଁ ପ୍ରସ୍ତାବଟିକୁ ସମସ୍ତ ସଦସ୍ୟ ମାନେ ଗ୍ରହଣ କରିଥିଲେ। ଉପଷଭାପତି ପଦବି ପାଇଁ ଶ୍ରୀ ସୁରେଷ ମାଲଦୋରା ,ଶ୍ରୀମତି ଯମୁନା ପାଣୀଗ୍ରାହି ଉପସଭାପତି ଭାବେ ଚୟନ ହୋଇଥିଲେ ସହ ସମ୍ପାଦକ ପଦବି ପାଇଁ ଶ୍ରୀ ସିମାଞ୍ଚଳ ଆଚାରୀ ,ଶ୍ରୀ ବୀର କିଶୋର ଦଣ୍ଡସେନା ଙ୍କୁ ସମ୍ପାଦକଭାବେ ଚୟନ ହୋଇଥିଲେ.ପରିସେଷରେ ଆଟିଭ ମେମ୍ବର ଶ୍ରୀମତୀ ଆଚାରୀ,ନନ୍ଦ ପିଡିକାକା,କୃଷ୍ଣଚନ୍ଦ୍ର ଭାଟ,ମଧବ ପତ୍ର,ଶୁରୃଷ ମାଲଦୋରା,ଦଳପତି ମାଣ୍ଡିକା,ଗଙ୍ଗା ଦସ,ଘନ କାସି,ଧନୂ ପ୍ରଧାନୀ,ଜଗନ୍ନା ଥ ଦଣ୍ଡସେନା,ସାନ୍ତି ଷିକକା,ନିଳଦ୍ରୀ ସାମ୍ବୁକା,ଏବଂ ସମସ୍ତ ପୂଜକ ମାନେ ଉପସ୍ଥିତ ଥିଲେ
Recent Comments