logo
add image
ଜଳିଗଲା ଔଷଧ ଦୋକାନ, ଦୋକାନ ମାଲିକ ମେଡିକାଲରେ ଭର୍ତି

ଜଳିଗଲା ଔଷଧ ଦୋକାନ, ଦୋକାନ ମାଲିକ ମେଡିକାଲରେ ଭର୍ତି

କାକଟପୁର/ 8/୮/୨୦୨୫/(ଆଧାର ମିଡ଼ିଆ// ତୁଷାର ଦୀକ୍ଷିତ ) କାକଟପୁର ମେଡିକାଲ ଛକରେ ଗତକାଲି ରାତ୍ର ୯ ଘଟିକା ସମୟରେ ବେହେରା ମେଡ଼ିସିନ ଷ୍ଟୋରରେ ଅଗ୍ନିକାଣ୍ଡ ଘଟି ଦୋକାନ ଟି ସମ୍ପୂର୍ଣ ଜଳିଯିଵା ସହିତ ଦୋକାନ ମାଲିକ ବିଷ୍ଣୁ ଚରଣ ବେହେରା ଆହତ ହୋଇ କାକଟପୁର ମେଡିକାଲରେ ଚିକିତ୍ସା ଧୀନ ଅଛନ୍ତି। ସେଠାରେ ଉପସ୍ଥିତ ପାଖ ଦୋକାନୀଙ୍କ କହିବା ଅନୁଯାଇ ବିଷ୍ଣୁ ଚରଣ ବେହେରା ଦୋକାନରେ ଧୂପଦେଇ ଘରକୁ ବାହାରୁଥିଲେ।ଗାଡ଼ିରେ ପକେଇବା ପାଇଁ ଆଣିଥିବା ପେଟ୍ରୋଲ ଦୋକାନରେ ଠିପି ଖୋଲିବା ଖେଣି ହଟାତ ଏକ ପ୍ରଚଣ୍ଡ ଶବ୍ଦକରି ଦୋକାନର ଚାରିଆଡେ ନିଆଁ ଲାଗିଗଲା।  କାକଟପୁର ପୋଲିସ ଖବରପାଇ ଘଟଣା ସ୍ଥଳରେ ପଂହଁଚି ଅଗ୍ନିଶମ ବିଭାଗକୁ ଖବର ଦେଇ ଜଳୁଥିବା ନିଆଁ ଆୟତ୍ତ କରିଥିଲେ ଓ ଗୁରୁତର ଆହତ ମାଲିକ ବିଷ୍ଣୁ 

Recent Comments

Leave Comments

Top