logo
add image
ଜମନକିରା ଶିଶୁ ମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ

ଜମନକିରା ଶିଶୁ ମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ

ଜମନକିରା/୯/୮/୨୦୨୫/(ଆଧାର ମିଡ଼ିଆ): ଜମନକିରା ସରସ୍ଵତୀ ଶିଶୁମନ୍ଦିର ପ୍ରାଙ୍ଗଣରେ ପବିତ୍ର ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଥିଲା। ଅନୁଷ୍ଠାନର ସଭାପତି ସାଲେକରାମ ପ୍ରଧାନ ପ୍ରଥମେ ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ‌ ଆଗେଇ ନେଇଥିଲେ। ଉତ୍ସବରେ ‌ମୁଖ୍ୟଅତିଥି ରବିନ୍ଦ୍ର ମଲ୍ଲିକ ରକ୍ଷାବନ୍ଧନ ଉତ୍ସବର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ଶିଶୁ ମନ୍ଦିର ଛାତ୍ରୀମାନେ ଛାତ୍ର ମାନଙ୍କ ହାତରେ ରଖିବାଢ଼ିବାର ଦେଖିବାକୁ ମିଳିଥିଲା. ପ୍ରଧାନ ଆଚାର୍ଯ୍ୟ, ସମସ୍ତ ଗୁରୁଜୀ, ଗୁରୁମା ଏବଂ ଶିଶୁ ଭାଇଭଉଣୀ ମାନେ ପରସ୍ପରକୁ ହାତରେ ରାକ୍ଷୀ ବାନ୍ଧିଥିଲେ। ଶେଷରେ ଛବି ଗୁରୁମା ଆଜିର ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Recent Comments

Leave Comments

Top