logo
add image
କଣିହାଁ ମଣ୍ଡଳ ବିଜେପି ପକ୍ଷରୁ ତ୍ରିରଙ୍ଗା ଶୋଭଯାତ୍ରା .

କଣିହାଁ ମଣ୍ଡଳ ବିଜେପି ପକ୍ଷରୁ ତ୍ରିରଙ୍ଗା ଶୋଭଯାତ୍ରା .

କଣିହାଁ/୧୪/୮/୨0୨୫/(ଆଧାର ମିଡ଼ିଆ-ରିପୋର୍ଟ /ଟୁନା ସାହୁ)-ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଭାରତୀୟ ଜନତାପାର୍ଟି କଣିହାଁ ମଣ୍ଡଳପକ୍ଷରୁ ସଭାପତି ସୁଶାନ୍ତ କୁମାର ସାମଲଙ୍କ ନେତୃତରେ ବୁଧବାର ଅପରାହ୍ନ ୪ଘଣ୍ଟିକା ସମୟରେ କମରେ଼ଇ ଶିବମନ୍ଦିର ଠାରୁ ଏକ ବିରାଟ ତ୍ରିରଙ୍ଗା ସଭାଯାତ୍ରା ବାହାରି,କମରେଇ ଦଣ୍ଡସିଙ୍ଗା ଗଣ୍ଡ ବେରେନା,ଟେଣ୍ଟେଇ ବେରଣି,ଗ୍ରାମ,ପରୀକ୍ରମା କରି   ଶେଷରେ ଟେଟେଇ ବେରେଣୀ ଗ୍ରାମ ଚୌପାଡି ଠାରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରା ଯାଇଥିଲା ,ଏବଂ ଭାରତୀୟ ସେନାବାହିନୀରେ ତଥା ଦେଶ ମାତୃକା ସେବାକରୀ ଅବସର ଗ୍ରହଣ କରିଥିବା, ଗଣ୍ଡବେରଣା ଗ୍ରାମର ବିଶ୍ୱଜିତ ଗଡନୟକଙ୍କୁ କଣିହାଁ ମଣ୍ଡଳ ବିଜେପି ତରଫରୁ ଉତ୍ତରୀୟ ଓ ଫୁଲ ତୋଡ଼ା ଦେଇ ସମ୍ବର୍ଦ୍ଧନା କରା ଯାଇଥିଲା ଏହି ତ୍ରିରଙ୍ଗା ଶୋଭା ଯାତ୍ରାରେ  ,ରାଜ୍ୟ ପରିଷଦ ସଭ୍ୟ ସଚିଦା ନନ୍ଦ ପ୍ରଧାନ, ବଶିଷ୍ଠ ବିଜେପି ନେତା ଜିଲ୍ଲା ପ୍ରତିନିଧି ଲୋକନାଥ ସାହୁ , ବଡ ଗୁଣ୍ଡୁରି ସମିତି ସଭ୍ୟ ଦୀପ୍ତି ମୟି ସେଠି, ବିଏମଏସ ନେତା ରମେଶ ସାମଲ, ବିଶି କେଶନ ଲେଙ୍କା, କୃଷ୍ଣ ଗଡ଼ନାୟକ, ଦୁଃଖ ବନ୍ଧୁ ଭୂତିଆ, ଯୁବ ନେତା ସିପୁନ ବେହେରା, ନିରୋଜ ସାହୁ , ସୁଲେନ୍ ଧର ହେମନ୍ତ ପ୍ରଧାନ , ଉଦ୍ଧବ ସାହୁ , ସତ୍ୟାନନ୍ଦ ସାମଲ ଅର୍ଜ୍ଜୁନ ମହା ପାତ୍ର, ହରିହର ପ୍ରଧାନ ଟିକନ୍ ମହାନ୍ତି, ଅଧର ସାହୁ ସମେତ, ଶତାଧିକ ଲୋକ ତ୍ରିରଙ୍ଗା ଶୋଭା ଯାତ୍ରାରେ ସାମିଲି ହୋଇଥିଲେ,l

Recent Comments

Leave Comments

Top