logo
add image
ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ମଧୁବନ l

ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ମଧୁବନ l

ପାଇକମାଳ/ବରଗଡ/୧୯/୦୮/୨୫/:-(ଆଧାର ମିଡ଼ିଆ//ରିପୋର୍ଟ-ବିଦ୍ୟାଧର ସାହୁ)-ପାଇକମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ମଧୁବନ ରାଜସ୍ଥାନ,ଆଧ୍ୟାତ୍ମିକ ଚିନ୍ତା ଧାରା ବିଷୟରେ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ବିଦ୍ୟାଳୟର ପ୍ରକୋଷ୍ଠରେ ସଭା ଅନୁଷ୍ଠିତ ହୋଇଯାଇଥିଲା l ଏହି ସଭାରେ ବି.କେ.ତପନ କୁମାର ,ବି.କେ.ସୁରୁ ,ବି.କେ. ସୁଧାକର(ବଲାଙ୍ଗୀର) ବି.କେ.ବ୍ରଜ କୁମାର ମହାନ୍ତି ପ୍ରମୁଖ ମୁଖ୍ୟ ଥିଲେ l ବିଷୟ ବସ୍ତୁ ହେଲା ମନୁଷ୍ୟ ଜୀବନର ଲକ୍ଷ୍ୟକଣ,ଆପଣ ଆତ୍ମା ଅଟନ୍ତି,ନିରାକାର ପରମାତ୍ମା ଏବଂ ତାଙ୍କର ଦିବ୍ୟଗୁଣ,ସଂସ୍କାର,ମେଡି ଟେସନ,ଆତ୍ମାର ସତଗତି କିପରି ହେଇପାରିବ ତା ବିଷୟରେ ଆଲୋକପାତ କରିଥିଲେ l ଏହି ସଭାରେ ୧୫୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ l ଜ୍ୟୋତିର୍ମୟୀ ପଟ୍ଟନାୟକ,ବବିତା ବେହେରା,ନିରୁପମା ସାହୁ,ସୁଦାମ ପାଣ୍ଡେ,ଯଶୋବନ୍ତ ସାହା,ଶିବମ ନାଏକ,ଛବିଲାଲ୍ ସେଠ୍,ରଜତ କୁମାର ସାହୁ,ଲଳିତ କୁମାର ବିଶ୍ଵାଳ,ଅମିତ୍ ସାହୁ,ମନୋଜ ସାହୁ,ସ୍ଵାଧୀନ,ମୀନା କୁମାରୀ ଦାସ ସହଯୋଗ କରିଥିଲେ l ଡ଼ ଦ୍ଵାଦଶ କୁମାର ପଧାନ ମଞ୍ଚ ପରିଚାଳନା ଏବଂ ଧନ୍ୟବାଦ୍ ଅର୍ପଣ କରିଥିଲେ I.    

Recent Comments

Leave Comments

Top