logo
add image
କରେନ୍ଦ୍ର ମାଝୀଙ୍କ ବିୟୋଗରେ ନୀରବ ପ୍ରାର୍ଥନା

କରେନ୍ଦ୍ର ମାଝୀଙ୍କ ବିୟୋଗରେ ନୀରବ ପ୍ରାର୍ଥନା

ବାଲିଗୁଡା/୨୫/୦୮/୨୦୨୫/(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ଯାଳୟ ପରିଚାଳନା ସମିତିର ପୂର୍ବତନ ସଭାପତି ତଥା ବାଲିଗୁଡାର ପୂର୍ବତନ ବିଧାୟକଙ୍କ ବିୟୋଗ ପରିପ୍ରେକ୍ଷୀରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପକ୍ଷରୁ ସୋମବାର ସମସ୍ତ ଶ୍ରେଣୀ କକ୍ଷରେ ଏକ ମିନିଟ୍ ଲେଖାଏଁ ନୀରବ ପ୍ରାର୍ଥନା ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ଅଧ୍ଯକ୍ଷ ଲକ୍ଷ୍ମଣ ପାଳ ପ୍ରାଶାସନିକ ଅଧିକାରୀ ଡ.ବିଭୂତି ଭୂଷଣ ଆଚାର୍ଯ୍ଯ, ବିତ୍ତ ଅଧିକାରୀ ସରୋଜକୁମାର ପାଠୀ ପ୍ରମୁଖ ଉପସ୍ଥିତ ରହି ନୀରବ ପ୍ରାର୍ଥନା କରିବା ସହ ସ୍ମୁତି ଚାରଣ କରିଥିଲେ l

Recent Comments

Leave Comments

Top