logo
add image
କେନାଲପାଣିରେ ଭାଶୁଥିବା ବାଇକସହିତ ମୃତଦେହ ଉଧାର

କେନାଲପାଣିରେ ଭାଶୁଥିବା ବାଇକସହିତ ମୃତଦେହ ଉଧାର

ବିନିକା/୬/୯/୨୦୨୫/(ଆଧାର ମିଡ଼ିଆ//ଅକ୍ଷୟ ପୂଜାହାରୀ)-ଆଜି ହିରାକୁଦ କେନାଲ ରାମପୁର ସବଡ଼ିବିଜନ ଅଧିନସ୍ତ ବଡ଼କଲ୍ଲେ ଡ଼ିଷ୍ଟିବୁଟେରିର ସାନ ଭାଲୁପାଲି ଗ୍ରାମ ଓ ପାପିଗ୍ରାମ ମଧ୍ୟ ଭାଗରେ ଥିବା ଛଛାନ ଡ଼ୁଙ୍ଗୁରି ସମ୍ମୁଖରୁ କେନାଳ ପାଣିଭିତରୁ ଏକ ବାଇକ ବିନିକା ପୁଲିସ ଉଦ୍ଦାର କରିଛନ୍ତି. ଯାହାକି ଭାଲୁପାଲିର ଦୀପକ ବରିହାଙ୍କ ବାଇକ ବୋଲି ଜଣାପଡିଛି. ଦୁଃଘଟଣା  ହୋଇ କେନାଳ ପାଣିରେ ବୁଡ଼ି ମୃତ୍ୟୁହୋଇଥିବା ଏକପ୍ରକାର ସ୍ବଷ୍ଟ ହୋଇଥିବା ଅଞ୍ଚଳବାସି ପ୍ରକାଶ କରିଛନ୍ତି. ସୁଚନା ଯୋଗ୍ୟ ଗତକାଲି ବିନିକା ଥାନା ଆଇଆଇସି ସତ୍ୟ ନାରାୟଣ ପଧାନ ରାମପୁର କେନାର ଏସଡ଼ିଓଙ୍କୁ ବଡ଼କଲ୍ଲେ ଡ଼ିଷ୍ଟିବୁଟେରି କେନାଳ ପାଣି କିଛି ଘଣ୍ଟାପାଇଁ ବନ୍ଦ କରିବାକୁ ଅନୁଧୋର କରିଥିଲେ. ଆଜି କେନାରେ ପାଣି କମିବାରୁ ବିନିକା ଥାନା ଆଇଆଇସି ଶ୍ରୀ ପଧାନଙ୍କ ଉପସ୍ତିତରେ ସାନ ଭାରୁପାଲି ଗ୍ରାମବାସି କେନାରେ ବାଇକର ଅନୁଧ୍ୟାନ କରିଥିଲେ. ସାନ ଭାଲୁପାଲି ଗ୍ରାମ ଓ ପାପି ଗ୍ରାମ ମଧ୍ୟ ଭାଗରେ ଥିବା ଛଛାନ ଡ଼ୁଙ୍ଗୁରି ସମ୍ମୁଖରୁ କେନାଳ ପାଣି ଭିତରୁ ଏକ ମୃତବ୍ୟକ୍ତି ଓ ବ୍ୟବହୃତ ବାଇକ ଉଦ୍ଧାର ହେବାରୁ ଏକ ପ୍ରକାର ବାଇକ ଦୁଃଘଟଣାରେ ଦୀପକ ବରିହାଙ୍କ ମୃତ୍ୟୁ ହୋଇଥିବା ସ୍ବଷ୍ଠ ହୋଇଛି. ବାଇକ ଉଦ୍ଦାରପରେ  ଭାଲୁପାଲି ଗ୍ରାମ ଭଦ୍ରବ୍ୟକ୍ତିଙ୍କ ଉପସ୍ତିତିରେ ବାଇକ ମାଲିକଙ୍କୁ ବିନିକା ଆଇଆଇସି ଶ୍ରୀ ପଧାନ ସୁଚନା ଦେଇଛନ୍ତି. ସୁଚନା ଅନୁଶାରେ ୨୭ ତାରିଖ ଦିନ ଏକ ବାଇକ ଯୋଗେ ଘରୁ ବାହାରି ଆଉ ଘରକୁ ଫେରୀନଥିଲେ. ଗତ ୨୮ ତାରିଖ କେନାଲ ପାଣିରୁ ବିନିକା ଥାନା ଭାରଲୁପାଲି ଗ୍ରାମର ଦୀପକ ବରିହା -୨୧ଙ୍କୁ ବିନିକା ପୁଲିସ ଉଦ୍ଧାରକରି ବିନିକା ଥାନାରେ ଏକ ଅପମୃତ୍ୟୁ ମାମଲାରୁଜୁ କରି ତଦନ୍ତ

Recent Comments

Leave Comments

Top