ପିପିଲି/୧୪/୯/୨୦୨୫/(ଆଧାର ମିଡ଼ିଆ)-ପୁନଶ୍ଚ ପୃଥିବୀ ପରିକଳ୍ପନାର ସ୍ରଷ୍ଟା ତଥା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ପାଇଁ ଅହରହ ସଂଗ୍ରାମ କରୁଥିବା ଇଷ୍ଟର୍ଣ୍ଣ ମିଡ଼ିଆ ଗୃପର ଅଧ୍ଯକ୍ଷ ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କର ଏହା ଏକ ନିଆରା ଓ ଅଭିନବ ପ୍ରୟାସ । ଏହି ପ୍ରସଙ୍ଗରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ ମୁଖ୍ୟ ଅତିଥ୍ଭାବେ ଯୋଗଦେଇ ଗଛ,ମାଟି, ଜଳ,ଓ ଜଙ୍ଗଲର ଯନ୍ତ୍ର ନେଲେ ପୁନଶ୍ଚ ପୃଥିବୀ ପରିକଳ୍ପନା ନିଶ୍ଚିତ ସାକାର ହେବବୋଲି ଆଲୋକପାତ କରିଥିଲେ । ଏହି କାର୍ଯ୍ୟ କ୍ରମକୁ ପିପିଲି ଅଞ୍ଚଳର ବରିଷ୍ଠ ସମ୍ବାଦ ସାମ୍ବାଦିକ ଶ୍ରୀଯୁକ୍ତ ରାଜକିଶୋର ସ୍ୱାଇଁ ପରିଚାଳନା କରିଥିଲେ
Recent Comments