logo
add image
ଇଗ୍ନୋ ଓ ବିଶ୍ୱ ଯୁବକେନ୍ଦ୍ର ମିଳିତ ଉଦ୍ୟମରେ ସ୍ୱଛତାକୁ ନେଇ ସଚେତନତା କାର୍ଯ୍ୟକ୍ରମ

ଇଗ୍ନୋ ଓ ବିଶ୍ୱ ଯୁବକେନ୍ଦ୍ର ମିଳିତ ଉଦ୍ୟମରେ ସ୍ୱଛତାକୁ ନେଇ ସଚେତନତା କାର୍ଯ୍ୟକ୍ରମ

ଢେଙ୍କାନାଳ/ଓଡାପଡା/୧୬/୦୯/୨୦୨୫/(ଆଧାର ମିଡ଼ିଆ)-ଇଗ୍ନୋ ଓ ବିଶ୍ଵ ଯୁବକେନ୍ଦ୍ର ମିଳିତ ଉଦ୍ୟମରେ ସ୍ୱଛତାକୁ ନେଇ ସଚେତନତା କାର୍ଯ୍ୟକ୍ରମ ଓଡ଼ାପଡ଼ା ବ୍ଲକ୍ ଅନ୍ତର୍ଗତ ନାଧରା ପଞ୍ଚାୟତ ଉପର ବାଘଲୁଣ୍ଡା ଗ୍ରାମର ଅଙ୍ଗନୱାଡି କେନ୍ଦ୍ରଠାରେ ସ୍ବଚ୍ଛତା ବିଷୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଶ୍ଵଯୁ୍ଵକେନ୍ଦ୍ରର ନିର୍ଦ୍ଧେଶକ ମନୋଜ କୁମାର ମହାପାତ୍ର ସ୍ୱଚ୍ଛତା ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ,ନିଜକୁ ପରିଷ୍କାର କରିବା ସହିତ ଆମର ଚତୁଃପାର୍ଶ୍ୱ କୁ କିପରି ପରିଷ୍କାର ରଖିବା ଓ ରୋଗମୁକ୍ତ ହୋଇପାରିବା ସେ ସମ୍ପର୍କରେ ସଚେତନ କରାଇଥିଲେ। ଏଥିରେ ସହଯୋଗ କରିଥିଲେ କୁମୁଦିନୀ ସ୍ୱାଇଁ, ବିଦୁଲତା ଭଞ୍ଜ, ଗାୟତ୍ରୀ ରାଉତ ଓ କାଉନସିଲର ମନସ୍ମିତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ  ।

Recent Comments

Leave Comments

Top