logo
add image
ଯୁଧିଷ୍ଠିର ସାହୁଙ୍କ ବଡପୁଅ ଜଗନର ଆରୋଗ୍ୟ କାମନା ପାଇଁ ଗୁଣ୍ଡିଚା ମନ୍ଦିରରେ ସମୂହ ଦୀପଦାନ

ଯୁଧିଷ୍ଠିର ସାହୁଙ୍କ ବଡପୁଅ ଜଗନର ଆରୋଗ୍ୟ କାମନା ପାଇଁ ଗୁଣ୍ଡିଚା ମନ୍ଦିରରେ ସମୂହ ଦୀପଦାନ

ସୋନପୁର/୨୦/୦୯/୨୦୨୫ /(ଆଧାର ମିଡ଼ିଆ)-ଗତ ଶନିବାରଦିନ ସନ୍ଧ୍ୟା ଆଳତି ଦେବା ସମୟରେ ମନ୍ଦିରରେ ଘଣ୍ଟ ବଜାଇ ବାପାଇଁ ଘରକୁ ଘଣ୍ଟ ଆଣିବା ପାଇଁ ଯାଇଥିଲା କିନ୍ତୁ ଘରେ ଜଗନ ମୁର୍ଚ୍ଛା ହୋଇ ଯାଇଥିଲା.ପରେତାକୁ ମେଡିକାଲକୁ ନେଇ ସେଠାରେ ଡାକ୍ତରବୁର୍ଲା ମେଡ଼ିକଲ ପଠାଇଦେଲେ. ଜଗନର ଆରୋଗ୍ୟ କାମନା ପାଇଁ ଗୁଣ୍ଡିଚା ମନ୍ଦିର ଉପସୀ ମା ମାଉସୀ ମାନେ ସମୂହଅଖଣ୍ଡ ଦୀପପ୍ରଦାନ କରି ପିଲାଟିର ଆରୋଗ୍ୟ କାମନାପାଇଁ ପ୍ରଭୁ ଲଷ୍ମୀନୃସିଂହଙ୍କୁ ଗୁହାରି କରୁଛନ୍ତି.

Recent Comments

Leave Comments

Top