logo
add image
ଆକ୍ସନମୂଡ଼ରେ ଜାତୀୟକଂଗ୍ରେସ-ଭୋଟ ଚୋର ଗାଦିଛୋଡ ନଅରରେ ବିଜେପି ଭୟଭୀତ

ଆକ୍ସନମୂଡ଼ରେ ଜାତୀୟକଂଗ୍ରେସ-ଭୋଟ ଚୋର ଗାଦିଛୋଡ ନଅରରେ ବିଜେପି ଭୟଭୀତ

ବଲାଙ୍ଗୀର/୦୧/୧୦/୨୦୨୫/(ଆଧାର ମିଡ଼ିଆ)-ସଂପ୍ରତି ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସ ଆଗଉଛି।ରାହୁଲଗାନ୍ଧୀ ଭୋଟ ଚୋରି ଖୁଲାସା କରିବାପରେ ବିଜେପି ଦଳର ମିଃଖିଆ ବିଶେଷକରି ନରେନ୍ଦ୍ର ମୋଦି,ଅମିତ ସାହା,ଯୋଗୀ ଆଦିତ୍ୟ,ଏମାନଙ୍କର ମୁଣ୍ଡ ଏକ ରକମ ଖରାପ ହୋଇଯାଇଛି.ରହିଲଗାନ୍ଧୀ ବିଜେପି ଦଳର ମୁଖିଆଙ୍କର ନିଦ ଏକ ରକମ ହଜାଇ ସାରିଲେଣି ବିଶେ ଷକରି ଅମିତଶାହାଙ୍କର ଏ ବାର ଚାରିଶହ ପାର ଯେଉଁ ନାର ବିଜେପି ଦଳକୁ ମାହାଙ୍ଗା ପଡିଛି.ଚୋରାଘର ସବୁବେଳେ ଅନ୍ଧାର ନ ଥାଏ ଦିନେନାଦିନେ ଆଲୋକିତ ହୁଏ.ଏ କଥା ବୋଧେ ଭୁଲି ଯାଇଥିଲେ ବିଜେପି ଦଳର ମୁଖିଆମାନେ.ରହିବେ ଦିଲ୍ଲୀରେ ରିମୋଟ ଚଳାଇବେ ଓଡ଼ିଶାରେ.ଏବେ ଆକ୍ସନ ମୂଡ଼ରେ ରାହୁଲଗାନ୍ଧୀ.ତାଙ୍କର ନାରାରେ ଦେଶର ଜନତା ରୋଡ଼ ରାସ୍ତାରେ ଭୋଟ ଚୋର ଗାଦିଛୋଡ ନାର ଦେବାକୁ ଲାଗିଛନ୍ତି.ଘାଇଲା ବାଘପରି ହେଉଛନ୍ତି ଦଳର ମୁଖିଆମାନେ.ରାହୁଲଗାନ୍ଧୀଙ୍କର ଏହି ନାରାକୁ  ଓଡିଶାରେ ପିସିସି ସଭାପତି ଭକ୍ତଚରଣ ଦାସ ଆଗେଇ ନେଉଛନ୍ତି। ଶ୍ରୀ ଦାସଙ୍କ ନେତୃତ୍ବରେ କଂଗ୍ରେସ ରାଜ୍ୟରେ ଈର୍ଷଣୀୟ ଲୋକପ୍ରିୟତା ହାସଲ କରୁଛି। ତେଣୁ ଭୟଭୀତ ହୋଇ ସାମାଜିକ ଗଣମାଧ୍ୟମରେ ବିଜେପି-ବିଜେଡି ଅପପ୍ରଚାର ଚଲେଇଛନ୍ତି। ତଥ୍ୟପ୍ରମାଣ ସହ କଂଗ୍ରେସର ନେତା ଓ କର୍ମୀ ଏଭଳି ଅପପ୍ରଚାରକୁ ପ୍ରତିହତ କରିବାକୁ ପିସିସି ଗଣମାଧ୍ୟମ ଅଧ୍ୟକ୍ଷ ଅରବିନ୍ଦ ଦାସ ଆହ୍ବାନ ଦେଇଛନ୍ତି।
ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ  କଲେଜ ଛକଠାରେ ଭଞ୍ଜକିଶୋର ନାଗଙ୍କ ଅଧ୍ୟକ୍ଷତାରେ ତଥା ରୂପେଶ ନାଗଙ୍କ ସଂଯୋଜନାରେ ଆୟୋଜିତ ଏକ ବୈଠକରେ ନିଜ ଅଞ୍ଚଳର କଂଗ୍ରେସ ନେତା, କର୍ମୀ ଓ ଶୁଭେଚ୍ଛୁ ମାନଙ୍କ ସମ୍ବର୍ଦ୍ଧନାର ଉତ୍ତରରେ ଶ୍ରୀ ଦାସ କହିଥିଲେ, ଏକଦା କଂଗ୍ରେସର ଦୁର୍ଗ ଥିବା କଲେଜ ଛକ ଅଞ୍ଚଳରେ ଦଳର ପ୍ରାଧାନ୍ୟ ଫେରାଇବାକୁ ଉଦ୍ୟମ କରାଯିବ। ସଭାପତି ଶ୍ରୀ ନାଗ ଅରବିନ୍ଦଙ୍କ କଂଗ୍ରେସରେ ଯୋଗଦାନ ଫଳରେ ଜିଲ୍ଲାରେ ନେତା ଓ କର୍ମୀ ମହଲରେ ଉତ୍ସାହ ସୃଷ୍ଟି ହୋଇଥିବା କହିଥିଲେ। ଏହି ଅନୌପଚାରିକ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ ତାଣ୍ଡି, ଟିକ୍ରି ନାଗ, ବିଦୁକୁମାର, ସରୋଜ ଛତ୍ରିଆ, ସୁଜିତ ମଜନୁ, ଶାନ୍ତନୁ ନାଗ, ଅନୁପ ସାଏ, ଅନୁପ ହରପାଲ, ୱିଲସନ ପାଲ, ବିଜୟ ସାଗର, ଜିସାଏଲ ନାଗ, ଦାରା ନନ୍ଦ, ସୁରେଶ ବାଗ ଓ ବୁଦ୍ଧଦେବ ଛତ୍ରିଆ ପ୍ରମୁଖ କଂଗ୍ରେସକୁ କଲେଜ ଛକ ଅଞ୍ଚଳର ତିନୋଟି ୱାର୍ଡ ସମେତ ସମଗ୍ର ଜିଲ୍ଲାରେ ମଜଭୁତ କରିବା ପାଇଁ ବିଭିନ୍ନ ପ୍ରସ୍ତାବ ଦେଇଥିଲେ।

Recent Comments

Leave Comments

Top