logo
add image
ବିଜେଡି ଛାଡି ବିଜେପିରେ ଯୋଗଦେଲେ ଧାନକେରା ସରପଞ୍ଚ.

ବିଜେଡି ଛାଡି ବିଜେପିରେ ଯୋଗଦେଲେ ଧାନକେରା ସରପଞ୍ଚ.

ପୁରୀ/୨୪/୧୨/୨୦୨୫/( ଆଧାର ମିଡ଼ିଆ ) ବୁଧବାର ଦିନ ସକାଳୁ ସକାଳୁ ବିଜେଡି ଦଳଛାଡି ବିଜେପିଦଳରେ ସାମିଲି ହୋଇଛନ୍ତି ଡେଲାଙ୍ଗ ବ୍ଲକ ଧାନକେରା ଗ୍ରାମ ପଞ୍ଚାୟତର ସରପଞ୍ଚ ମିନାକ୍ଷୀ ମହାପାତ୍ର.ମିନାକ୍ଷୀ ବିଜେଡି ଦଳରୁ ସରପଞ୍ଚ ଭାବରେ ନିର୍ବାଚିତ ହୋଇଥିଲେ. ସେ ପଞ୍ଚାୟତ କାର୍ଯ୍ୟକରି ଆଶୁ ଥିବାବେଳେ ମୋହନ ସରକାରରେ ସାମିଲି ହୋଇ ଆଗାମୀ ଦିନରେ କାର୍ଯ୍ୟ କରିବା ଅନୁପ୍ରାଣିତ ହୋଇ ଆଜି ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ବାସଭବନ ଠାରେ ତାଙ୍କର ସମର୍ଥନ ମାନଙ୍କୁ ନେଇ ସାମିଲି ହୋଇଛନ୍ତି.

Recent Comments

Leave Comments

Top