ପିପିଲି/ ୨୮/୧୨/୨୦୨୫/(ଆଧାର ମିଡ଼ିଆ)- ରାଜ୍ୟ ଯୁବ ବିଜୁଜନତା ଜଳର ଉପସଭାପତି ଭାବରେ ମନୋନୀତ ହୋଇଛନ୍ତି ବିଶ୍ୱଜିତ ଦାଶ ( ଜିତୁ ). ଜିତୁ ପୁରୀଜିଲ୍ଲା ପିପିଲିବ୍ଲକ ଦୁର୍ଗାଦାସ ପୁର ପଞ୍ଚାୟତ ଦୁର୍ଗାଦାସ ପୁର ଗ୍ରାମର. ଏହା ପୂର୍ବରୁ ସେ ସମ୍ପାଦକ ଭାବରେ କାର୍ଯ୍ୟ କରିଆଶୁଥିବା ବେଳେ ତାଙ୍କୁ ଦଳ ଆଜି ଉପ ସଭାପତି ପଦ ଦାୟିତ୍ୱ ଦେଇଛନ୍ତି.ଉପ ସଭାପତି ପଦ ତାଲିକା ପ୍ରକାଶ ପାଇବାପରେ ତାଙ୍କୁ ବିଭିନ୍ନ ସଂଗଠନ ଓ ବିଭିନ୍ନ ଦିଗରୁ ସ୍ୱାଗତ କରାଯାଉଛି.ଜିତୁ ପିପିଲି ବ୍ଲକ ବିଜେଡି ଦଳର ଜଣେ ସକ୍ରିୟ କର୍ମୀଭାବରେ କାର୍ଯ୍ୟ କରି ଆଶୁଛନ୍ତି.ସେହିଭଳି ଦୁର୍ଗାଦାସ ଗ୍ରାମର ମନୋଜ କୁମାର ଦାଶ ଓ ଅମର ଜ୍ୟୋତି ପଟ୍ଟନାୟକଙ୍କୁ ଜେନେରାଲ ସେକ୍ରେଟାରୀ ଭାବରେ ଦାୟିତ୍ୱ ଦିଆଯାଇଛି.
Recent Comments