logo
add image
ବାଲି ଓ ପାଉଁଶ ବୋଝେଇ ହାଇବାକୁ ଦିନରେ ନୋଏଣ୍ଟ୍ରି କରିବାକୁ ଦାବି.

ବାଲି ଓ ପାଉଁଶ ବୋଝେଇ ହାଇବାକୁ ଦିନରେ ନୋଏଣ୍ଟ୍ରି କରିବାକୁ ଦାବି.

ଯାଜପୁର/୦୪/୦୩/୨୦୨୬/(ଆଧାର ମିଡ଼ିଆ-କିଶୋର ପାଢ଼ୀ)-ଯାଜପୁର ଜିଲ୍ଲା କୁଆଖିଆ ନିକଟରୁ ଏକ ରୋଡ଼ କାମ ଚାଲିଥିବାରୁ ବାଲି ଓ ପାଉଁଶ ବୋଝେଇ ହାଇବା ରାସ୍ତା ଯାମ କରିବା ଦ୍ୱାରା ଲୋକମାନେ ନାହିଁ ନଥିବା ହଇରାଣ ହରକତ ହେଉଥିବାର ଦେଖିବାକୁ ମିଳୁଛି.ଏଠାରେ ପ୍ରଶ୍ନ ଉଠେ କୌଣସି ରୋଡ଼କାମ ଦିନରେ ବନ୍ଦ କରାଯାଇ ରାତିବେଳା କରିବା କଥା.କିନ୍ତୁ ତାହା ନ ହୋଇ ଦିନରେ କରାଯାଉ ଥିବାରୁ ଆମ୍ବୁଲାନସ.ସ୍କୁଲବସ.ଅଫିସିଆଲ ଗାଡ଼ିଠାରୁ ଆରମ୍ଭ କରି ହଜାର ହଜାର ଗାଡି ମୋଟର ରାସ୍ତାରେ ଅଟକି ରହୁଥିବାରୁ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି.ରାସ୍ତାରେ ଧୂଳି ଓ ପାଉଁଶ ଉଡି ରାସ୍ତାଟି ଧୂଆଁଳିଆ ହୋଇଯାଉଛି.ତେଣୁ ରାସ୍ତାକାମ ଦିନରେ ନ କରି ରାତ୍ରି ସମୟରେ କରିବାକୁ ଜନ ସାଧାରଣ ଦାବି କରିଛନ୍ତି.        

Recent Comments

Leave Comments

Top