logo
add image
ପଖାଳ ଦିବସ

ପଖାଳ ଦିବସ "ପାଳନ କଲେ ମାନ୍ୟବର କଟକ ମେୟର-ଶ୍ରୀ ସୁବାସ ସିଂହ  

କଟକ/୨୦/୦୩/୨୦୨୬/(ଆଧାର ମିଡ଼ିଆ)-ଆଜି ମାର୍ଚ୍ଚ ୨୦ ତାରିଖ "ପଖାଳ" ଦିବସ ଉପଲକ୍ଷେ ମାନ୍ୟବର କଟକ ମେୟର ଶ୍ରୀ ସୁବାସ ସିଂହ ନିଜ ସରକାରୀ ବାସଭବନରେ ମହା ଆଡମ୍ବରରେ "ପଖାଳ ଦିବସ" ପାଳନ କରିଥିଲେ.  ଓଡ଼ିଶାର ପାରମ୍ପରିକ ଖାଦ୍ୟ "ପଖାଳ" ଆଜି ଦିନରେ ସବୁ ମହଲରେ ଆଦୃତ,ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ବିଚାର କଲେ ଓଡ଼ିଶା ର ଏହି ପାରମ୍ପରିକ ଖାଦ୍ୟ କୋଟି କୋଟି ଓଡିଆଙ୍କ ସବୁଠାରୁ ବେଶୀ ପ୍ରିୟଖାଦ୍ୟ ଭାବେ ପରିଚିତ.ଓଡ଼ିଶାରେ ଧନୀ ଗରିବ ସବୁବର୍ଗର ଲୋକ ମାନଙ୍କର ଏହା ପ୍ରିୟ ଖାଦ୍ୟ ,ଏହି ଦିବସକୁ ବ୍ୟାପକ ରୂପରେଖା ଦେବା ଓ ଓଡିଶାର ପାର ମ୍ପରିକ ଖାଦ୍ୟ ପଖାଳର ଆଦୃତି ବଢାଇବା ପାଇଁ କଟକ ମେୟରଙ୍କ ଏହାଥିଲା ଏକ ଛୋଟ ନିଆରା ପ୍ରୟାସ ।
ଏହି ଅବସରରେ ମାନ୍ୟବର କଟକ ମେୟର ଶ୍ରୀ ସୁବାସ ସିଂଙ୍କ ସହତ ପୂର୍ବତନ ମନ୍ତ୍ରୀ ଶ୍ରୀ ଶଶି ଭୂଷଣ ବେହେରା,  ବିଶିଷ୍ଟ ସାହିତ୍ୟିକ ବିଜୟନନ୍ଦ ସି,ବ୍ରଜ ନନ୍ଦ,ସମ୍ପାଦକ ପ୍ରମୋଦ ମହାପାତ୍ର,ଶ୍ରୀ ଡ଼.ସତ୍ୟ ରାୟ, ପ୍ରଭାସ ଆଚାର୍ଯ୍ଯା  ପୂର୍ବତନ,ବିଶିଷ୍ଟ ଚିକିତ୍ସକ ପ୍ରଫେସର ଡ଼.ଜୟନ୍ତ ପଣ୍ଡା,ଆଶିଷ ବାରିକ,ମହାନଗର ଶାନ୍ତି କମିଟି ସଭାପତି ଶ୍ରୀ ଦେବେନ୍ଦ୍ର ସାହୁ ,ଭିକାରି ଦାସ,ମହାନଗର ଶାନ୍ତି କମିଟି କାର୍ଯ୍ୟକରି ସଭାପତି ଶ୍ରୀ ପ୍ରଦୀପ କୁମାର ସିହ୍ନା, ଜୋତି ଘୋଷ,ଧର୍ମେଶ  ନାୟକ,ପୁର୍ବାଞ୍ଚଳ ଶାନ୍ତି କମିଟି ସଭାପତି ଶ୍ରୀ ବିଜୟ କୁମାର ସାହୁ,ପୁର୍ବାଞ୍ଚଳ ଶାନ୍ତି କମିଟି ସମ୍ପାଦକ ଶ୍ରୀ ପ୍ରଫୁଲ କୁମାର ସାହୁ,ପୁର୍ବାଞ୍ଚଳ ଶାନ୍ତି କମିଟି କାର୍ଯ୍ୟକାରୀ ସଭାପତି ଶ୍ରୀ ନିରଞ୍ଜନ ସାହୁ ,୨୫ ଭାଗ ସର୍ବାଧିକାରୀ ଶ୍ରୀ ସୁରେଶ କୁମାର ସାହୁ,କଂଗ୍ରେସର ବରିଷ୍ଠ ନେତା ଶ୍ରୀ ସୁରେଶ ମହାପାତ୍ର,ବିଶ୍ଵଜିତ ମହାନ୍ତି,ସନ୍ତୋଷ ଭୋଳ,ସି ପି ଆଇ ନେତୃତ୍ୱ, ବିଜୟ  ପଢ଼ିହାରୀ, କିଶୋର କୁମାର ଜେନା ,ଅମରେନ୍ଦ୍ର ମହାନ୍ତି,ବିଜେପି ନେତୃବୃନ୍ଦ ଶ୍ରୀ ନୟନକିଶୋର ମହାନ୍ତି, ସ୍ମୃତି ପଟ୍ଟନାୟକ, ଲଲାଟେନ୍ଦୁ ବଡୁ, ବିଜେଡି ନେତୃତ୍ୱ ଜିଲ୍ଲା ସଭାପତି ପ୍ରଫୁଲ୍ଲ ସିଂ,ମଧୁ ସୁଦନ ସାହୁ,ଡେପୁଟି ମେୟର ଦମୟନ୍ତୀ ମାଝୀ,ପ୍ରଫୁଲ ବେହେରା, ପ୍ରଦୀପ୍ତ ଖୁଣ୍ଟିଆ, ଚୌଧୁରୀ ସୁବ୍ରତ ଘଡେଇ,ବିଶିଷ୍ଠ ଚଳଚ୍ଚିତ୍ର ଜଗତରୁ ପ୍ରେମାନନ୍ଦ ରାଉତ,ବସନ୍ତ ସାହୁ,କଟକ ମହାନଗର ନିଗମ ଷ୍ଟାଣ୍ଡିଂ କମିଟି ଚେୟାର ମ୍ୟାନ୍ ଏ ଶ୍ରୀଦେବୀ, ପ୍ରଦୀପ୍ତ ରାଉତ, ମୋନାଲି ସା ମୁଳିଆ,ମୋନାଲିସା ଦାସ,ବିକାଶ ବେହେରା,ପ୍ରଦୀପ୍ତ ସାହୁ, ରୀତାଞ୍ଜଳୀ ବେହେରା, ଇତିଶ୍ରୀ ଦାସ, ପୁଷ୍ପିତା ମହାନ୍ତି, ପ୍ରମୁଖ ସମସ୍ତ କର୍ପୋରେଟର ଆରଜ୍ୟମାଣି ସେନାପତି ,ବିବେକାନନ୍ଦ ଯୁବ ସଂଗଠନର ସଭାପତି ସିଦ୍ଧାର୍ଥ ସିଂ,ସନ୍ତୋଷ ପାତ୍ର,ଶ୍ରୀ ଦେବେନ୍ଦ୍ର ସୁତାର,ପ୍ରକାଶ ସିଂହ ପ୍ରଫେସର ତରୁଣ କୁମାର ଦାସ,କଟକ ମହାନଗର ନିଗମର ସମସ୍ତ ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ଓ ଅଧ୍ୟକ୍ଷା,ସମସ୍ତ କର୍ପୋରେଟର, ବିଜୁ ଜନତା ଦଳର ସମସ୍ତ ୱାର୍ଡ ଷଭାପତି । ମହିଳା ୱାର୍ଡ ସଭାପତି ,ଆଇନଜୀବୀ ସ୍ୱଦେଶଦାସ, ଅର୍ଧେନ୍ଦୁ ଶେଖର ମାଝୀ,ବହୁ ବରିଷ୍ଠ ନାଗରିକ,ସମାଜସେବୀ,ବୁଦ୍ଧିଜୀବୀ ,ଯୁବ ସମାଜ ଓ ପଖାଳ ପ୍ରେମୀ ପ୍ରମୁଖ ଯୋଗଦାନ କରିଥିଲେ.
ଶ୍ରୀ ଜଗନ୍ନାଥ ସ୍ୱାଇଁ ,ଶ୍ରୀ ଦେବେନ୍ଦ୍ର ପାଣିଗ୍ରାହୀ ,ବିଶ୍ଵନାଥ ଧୀର ,ଦୀପ୍ତି ରଞ୍ଜନ ରାୟ ,ଶରତ ନାୟକ ଆଇନଜୀବି ଶ୍ରୀ ବିନୋଦ ପଣ୍ଡା ,ଶ୍ରୀ କାଳିଚରଣ ପାଣିଗ୍ରାହୀ, ଶ୍ରୀ ସୌମେନ୍ଦ୍ର ସାହୁ , ଶ୍ରୀ ଜନ ଆଶିଷ ବରାଳ , ଶ୍ରୀ ସାକିଲ ଏକତାର, ସୟଦ ଶେଖାୱତ୍ ଅଲି ,ଦୀପ୍ତି ରଞ୍ଜନ ରାୟ,ମିହିର କୁମାର ସାହୁ,ମିତାଲି ଭଞ୍ଜ,ସୁବୋଦ ସେଠି, କେ ନିଖିଳ କୁମାର ପ୍ରମୁଖ ସଭା ପରିଚାଳନା କରିଥିଲେ ।

Recent Comments

Leave Comments

Top