logo
add image
ବଲାଙ୍ଗୀର ଜିଲ୍ଲା ପ୍ରଶାସନ,ବଡ଼ମାଳ ଗୋଳାବାରୁଦ କାରଖାନା ଓ ଭାରତ ପେଟ୍ରୋଲିଅମ କର୍ପୋରେସନ ଲିମିଟେଡ଼ ମିଳିତ ପ୍ରୟାସ ରେ ମକଡ୍ରିଲ।

ବଲାଙ୍ଗୀର ଜିଲ୍ଲା ପ୍ରଶାସନ,ବଡ଼ମାଳ ଗୋଳାବାରୁଦ କାରଖାନା ଓ ଭାରତ ପେଟ୍ରୋଲିଅମ କର୍ପୋରେସନ ଲିମିଟେଡ଼ ମିଳିତ ପ୍ରୟାସ ରେ ମକଡ୍ରିଲ।

ବଲାଙ୍ଗିର ୨୪/୧୦/୨୦୨୪(ଆଧାର ମିଡ଼ିଆ)ବଲାଙ୍ଗିର ଜିଲ୍ଲା ପ୍ରଶାସନ ଏବଂ ବଡ଼ମାଳ ଗୋଳାବାରୁଦ କାରଖାନା , ଭାରତ ପେଟ୍ରୋଲିଅମ କର୍ପୋରେସନ ଲିମିଟେଡ଼ ମିଳିତ ପ୍ରୟାସ ରେ ହୋଇଛି ଅଫ ସାଇଡ ମକ ଡ୍ରିଲ | ବଲାଙ୍ଗିର ସ୍ମାର୍ଟ ପାର୍କ ସ୍ଥିତ ଟ୍ରକ ବେ ଠାରେ ଏହି ମକ ଡ୍ରିଲ କରା ଯାଇଥିଲା | କୌଣସି ଅଭାବନୀୟ ପରିସ୍ଥିତି ପାଇଁ ଆଗୁଆ ଅଭ୍ୟାସ ଏବଂ ବିଭିନ୍ନ ବିଭାଗର ସମନ୍ୱୟ ସକାଶେ ଏହି ଅଭ୍ୟାସ କରା ଯାଇଥିଲା | ଅତିରିକ୍ତ ଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠୀ,ରାୟଗଡା ଡିଭିଜନର କାରଖାନା ଏବଂ ବ୍ରୋଏଲର ଉପନିର୍ଦ୍ଦେଶକ ଚିତ୍ତରଞ୍ଜନ ବେଉରା,ବଲାଙ୍ଗିର ର କାରଖାନା ଏବଂ ବ୍ରୋଏଲର ଆସିଷ୍ଟାଣ୍ଟ ନିର୍ଦ୍ଦେଶକ ସ୍ୱାଧୀନ କୁମାର ବେହେରା ,ମୁଖ୍ୟ ଚିକିତ୍ସାଧିକାରୀ କୁବେର ଚନ୍ଦ୍ର ମହନ୍ତ , ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ର ଆଞ୍ଚଳିକ ନିର୍ଦେଶକ ବବିତା ସିଂ,ଏ ଏଫ ଓ ତେଜ କୁମାର ଏକ୍କା , ରିଜର୍ଭ ଇନ୍ସପେକ୍ଟର ପ୍ରଦୀପ୍ତ ଦେବତା  ଙ୍କ ସମେତ ଏସଆଇଏଚଏମ କଲେଜ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ |

Recent Comments

Leave Comments

Top