ଅମ୍ବାଭୋନା,୨୮/୧୦/୨୦୨୪(ଆଧାର ମିଡ଼ିଆ)ଅମ୍ବାଭୋନାବ୍ଳକ ଅନ୍ତର୍ଗତ ଦ୍ବାରୀ ଗ୍ରାମପଞ୍ଚାୟତ ଝାରପାଲି ଗ୍ରାମ ରେ ପଞ୍ଚାୟତିରାଜ ଦ୍ବାରା ଖନନ କରାଯାଇଥିଲା ଗଭୀର ନଳକୂପ ଦୀର୍ଘ ବର୍ଷ ଧରି ମୁକୁଳା ଅବସ୍ଥା ରେ ପଡିରହିଛି। ଯାହାକି ବିପଦ ସଂକୁଳ ଅବସ୍ଥା ରେ ରହିଥିବାରୁ ଛୋଟ ଛୋଟ ଶିଶୁ ଖେଲୁଥିବାରୁ ବିପଦ ରହିଛି। ଏପରି ଅବସ୍ଥା ହେତୁ ଅଘଟଣ ଘଟଣା ଏଡାଇଦିଆଯାଇପାରିବ ଏବଂ ମୃତ୍ଯୁ ଡାକିବା ସଦୃଶ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ଆଶୁ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
Recent Comments