ସମ୍ବଲପୁର(ରେଙ୍ଗାଲି)୨୪/୧୧/୨୦୨୪(ଆଧାର ମିଡ଼ିଆ/ରିପୋର୍ଟ - ସୁନିଲ କୁମାର ନାଥ,)ପଶ୍ଚିମ ଓଡିଶା ର ବିଭିନ୍ନ ଜିଲ୍ଲା ରେ ରହୁଥିବା କୈବର୍ତ୍ତ ମାନଙ୍କୁ ସଂଘଠିତ କରିବା ପାଇଁ ପ୍ରୟାସ ଆରମ୍ଭ କରା ଯାଇଛି।ଏଥିପାଇଁ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଠାରେ ପଶ୍ଚିମାଞ୍ଚଲ 20 ଘର କୋଇବର୍ତ୍ତ ସମାଜ ର ମହା ସମାବେଶ ଅନୁଷ୍ଠିତ ହୋଇଥିଲା ଏଥରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଳିଙ୍ଗ ଓ ପୂର୍ବତନ ଅର୍ଥମନ୍ତ୍ରୀ ଶଶୀଭୁଷଣ ବେହେରା ପ୍ରମୁଖ ଯୋଗ ଦାନ କର।ସମାଜ ର ସର୍ବାଙ୍ଗୀନ ବିକାଶ ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।ଏହି ଅବସରରେ ପଶ୍ଚିମଓଡିଶା ର ବିଭିନ୍ନ ଜିଲ୍ଲା ରୁ କୈବର୍ତ୍ତ ସମାଜ ର ପ୍ରତିନିଧି ମାନେ ଆସି ଯୋଗ ଦେଇ ଥିଲେ। ସମାଜ ର ବିଭିନ୍ନ କାର୍ଯ୍ୟକ୍ରମ ପ୍ରତି ଅବଦାନ ଥିବା ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ମାନିତ କରାଯାଇଥିଲା।
Recent Comments