logo
add image
ଏନଟିପିସିକୁ ସମ୍ମାନଜନକ ଏକ୍ସଲେନ୍ସ ପ୍ଲାଟିନମ ଆୱାର୍ଡରେ ସଂମ୍ମାନିତ।

ଏନଟିପିସିକୁ ସମ୍ମାନଜନକ ଏକ୍ସଲେନ୍ସ ପ୍ଲାଟିନମ ଆୱାର୍ଡରେ ସଂମ୍ମାନିତ।

କଣିହାଁ,୪/୧୨/୨୦୨୪(ଆଧାର ମିଡ଼ିଆ)ଅନୁଗୋଳ କଣିହାଁ ଏନଟିପିସି କୁ ୨୦୨୪ ର ସଂମ୍ମାନ ଜନକ,ପ୍ଲାଟିନମ ପୁରସ୍କାର ସହିତ ଏନଟିପିସି ତାଳଚେର କଣିହାଁ ଜ୍ୟୋତି ଏବଂ ସିଆଇ ଏକ୍ସସିମ ବ୍ୟାଙ୍କ ବିଜନେସ ଏକ୍ସଲେନ୍ସ ଆୱାର୍ଡ ୨୦୨୪ରେ ଏନଟିପିସି ତାଳଚେର କଣିହାଁ କୁ ଏହି ସଂମ୍ମାନ ଜନକ ପୁରସ୍କାର ମିଳି ଥିବା ଜଣା ପଡିଛି,ଏହି ମହତ ରେକନାଇଜେସନ ସ୍ୱୀକୃତି  ଏନଟିପିସି  ତାଳଚେର କଣିହାଁର,ପ୍ରତିବଦ୍ଧତା ହେଡ଼ବ୍ୟାଣ୍ଡରେ ଗୁଣବତା ଓ ବ୍ୟବସୟର ଉତ୍କର୍ଷତା ଦିଗକୁ ଦର୍ଶାଉଛି ବୋଲି ଜଣା ପଡିଛି ୨୭ ନଭେମ୍ବର ୨୦୨୪ ରେ ଅନୁଷ୍ଠିତ ୩୨ ତମ ସିଆଇ ଉତ୍କର୍ଷ ସମ୍ମିଳନୀରେ ପ୍ରଦାନ କରା ଯାଇଥିବା ଏହି ପୁରସ୍କାର ଏନଟିପିସି ର ସବୁ କ୍ଷେତ୍ରରେ ଅତୁଳନୀୟ ଉତ୍କର୍ଷର ନିରନ୍ତର ପ୍ରୟାସ କରିଥାଏ, ଏନଟିପିସିର ଇସଜି ଲକ୍ଷ ହାସଲ ପାଇଁ ସିଆଇ ଏକ୍ସଇମ ବ୍ୟାଙ୍କ ବ୍ୟବସାୟ ମଲ୍ୟାଙ୍କନ ଉପରେ ଆଧାର କରି ଏହି ସର୍ବ ଭାରତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ଇଏଫକିଉଏମ,ଉତ୍କର୍ଷ ମଡେଲ କୁ ବ୍ୟବହାର କରେ ବୋଲି ଏନଟିପିସି ସୂତ୍ରରୁ ପ୍ରକାଶ,ଏହି ବିସ୍ତୃତ ଫ୍ରେମ ୱାର୍କ ଢାଞ୍ଚା ଦ୍ୱାରା,ସଂଗଠନର ଶକ୍ତି ସାମର୍ଥ୍ୟ ଏବଂ ଏକାଧିକ ଆକାରରେ ଉନ୍ନତି ପାଇଁ ନେତୃତ୍ୱ,ରଣନିତ,ଗ୍ରାହକଙ୍କ ଫଳା ଫଳ,ସାମାଜିକ ପ୍ରଭାବ ଏବଂ ସାମଗ୍ରୀକ କାଯ୍ୟ ଦକ୍ଷତା,କ୍ଷେତ୍ରଗୋଡ଼ିକ ମଲ୍ୟାଙ୍କନ କରେ,ଏହି ସଂମ୍ମାନ ଜନକ ପୁରସ୍କାର କାରଖାନାର ସାମୁହିକ ପ୍ରୟାସ ଅତୁଳନୀୟ ପ୍ରଦର୍ଶନକୁ ସ୍ୱୀକୃତି ବୋଲି,ଏନଟିପିସି ବ୍ୟବସାୟୀ ୟୁନିଟ ହେଡ଼,ବିଇଉଏଚ,ସେହଗଲ  ସମସ୍ତଙ୍କର ନିରନ୍ତର ନିଷ୍ଠା ଏବଂ ପରିଶ୍ରମ ସହଯୋଗ ଓ ୟୁନିଅନ, ଆସୋସିଏସନ ମାନଙ୍କର ଏକାଗ୍ରତାପାଇଁ  ଏନଟିପିସି କୁ ଏହି ସଂମ୍ମାନ ଜନକ ପୁରସ୍କାର ମିଥିବାରୁ ସମସ୍ତ କର୍ମଯିବି କାର୍ଯ୍ୟ କର୍ତ୍ତାଙ୍କୁ ଏହି ଗତିଶୀଳ ପ୍ରଗତିରେ ସମସ୍ତେ ସାଥ ଦେଇ ଥିବାରୁ କଣିହାଁ ଏନଟିପିସି ପ୍ଲାଣ୍ଟ ହେଡ଼ ଶ୍ରୀ ଏ କେ ସେହଗଲ  ସମସ୍ତ ଙ୍କୁ ସ ହୃଦୟରୁ କୃତଜ୍ଞତା ଜଣାଇ ଥିବା ଜଣା ପଡିଛି।
 

Recent Comments

Leave Comments

Top