logo
add image
ଦେଲଯାହା ନେଲତାହା ଦାତାପଣେ ଦାନୀବୋଲାଉଛ '

ଦେଲଯାହା ନେଲତାହା ଦାତାପଣେ ଦାନୀବୋଲାଉଛ '


ଭୁବନେଶ୍ୱର/ ଓଡିଶା/୨୧/୧୨/୨୦୨୪/ ଆଧାର ମିଡ଼ିଆ-ପାଠକ ବନ୍ଧୁ ଆଧାର ମିଡ଼ିଆକୁ ଆପଣମାନଙ୍କୁ ସ୍ୱାଗତ,ଆଜି ଆମ୍ଭେ ଏଠାରେ ଆପଣମାନଙ୍କୁ ସରକାର ଏବଂ ଖାଉଟି ବଜାରର ଦରଦାମ ବିଷୟରେ ବଖାଣୁଛୁ.କଥାରେ ଅଛି ଅନ୍ଧଦେଶେ ଗଲି ଦର୍ପଣ ବିକି କନ୍ଧହସ୍ତେ ଦେଲି ଗୋଧନ ଟେକି,ଆଜିକୁ ୭ମାସହେଲା ନିର୍ବାଚନ ସରିଛି. ଏହି ସୀମିତ ମାସ ମଧ୍ୟରେ ଆମର ସରକାର କଥା ଦେଇଥିବା ସୁଭଦ୍ରା ଯୋଜନା ଚାଲୁକରି ଦେଇଛନ୍ତି .ଯାହାହେଉ ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ .କାରଣ ନିର୍ବାଚନ ସମୟରେ କଥାଦେଇ କଥା ରଖିଛନ୍ତି.କିନ୍ତୁ ପରିତାପର ବିଷୟ ଏହିକି ଯେ ଏପଟେ ସୁଭଦ୍ରା ଯୋଜନାକୁ ଏମିତି ହୋହାଲ୍ଲା କଲେ ଜେ ଲୋକମାନେ ବାଇଆ ହୋଇଗଲେ.ଏହି ହୋହାଲ୍ଲାରେ ଖାଉଟି ନିତ୍ୟ ଅପରିହାର୍ଯ୍ୟ ଦ୍ରବ୍ୟ ଉପରେ ଅହେତୁକ ଦର ବୃଦ୍ଧିକରି ଦିଆଗଲା .ଏପଟେ ବର୍ଷକୁ ଦେଲେ ୧୦ହଜାର ନେଇଗଲେ ୫୦ହଜାର .ତେଣୁ ଆମ୍ଭେ କହିବାର କଥା ହେଉଛି ଦେଲଯାହା ନେଲତାହା ଦାତାପଣେ ଦାନୀବୋଲାଉଛ ' ପାଠଟି ଭଲ ଲାଗିଲେ ଲାଇକ କରି କମେଡ଼ରେ ଯେକହିବେ ବୋଲି ଆମର ଆସ ଓ ବିଶ୍ୱାସ   
  

Recent Comments

Leave Comments

Top