ପୁରୀ/୨୨/୧୨/୨୦୨୪/ଆଧାର ମିଡ଼ିଆ/ ରବିବାର ମଧ୍ୟାହ୍ନରେ ମହାବିନାୟକ ସେବା ଟେମ୍ପୁଲୁ ଟ୍ରଷ୍ଟ ପକ୍ଷରୁ ଏକ ସମୟପୋଯୋଗୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୂଚନା ମୂତାଵକ ଵଳଙ୍ଗା ଥାନା ଅନ୍ତର୍ଗତ ନୁଆଖୋଲମରା ପ୍ରଥମିକ ସ୍କୁଲ ପଡିଆରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବୃଦ୍ଧ ଓ ଵୃଦ୍ଧାଙ୍କୁ କମ୍ବଳ ଓ ବିସ୍କୁଟ ଏବଂ କେକ୍ ଵଣ୍ଟାଯାଇଥିଲା। ଏଥିରେ ମହାବିନାୟକ ଟେମ୍ପୁଲୁ ସେବା ଟ୍ରଷ୍ଟର ସଦସ୍ୟ କୁନାମିଶ୍ର ,ଶବିତା ମିଶ୍ର, ନିରଞ୍ଜନ ମିଶ୍ର କାର୍ଯ୍ୟ କ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ମହାବିନାୟକ ସେବା ଟେମ୍ପୁଲୁ ଟ୍ରଷ୍ଟ ସଦସ୍ୟ ଝାନଶି ମିଶ୍ର ,ଗିତା ପଣ୍ଡା, ଅଜେୟ ସାହୁ, ଦିବ୍ୟସିଂହ ପ୍ରଧାନ, ସଞ୍ଜୟ ମିଶ୍ର ଏବଂ ସମାଜ ସେବୀ ମିନତି ପ୍ରଧାନ ପ୍ରମୁଖ ପରିଚାଳନା ସହଯୋଗ କରିଥିଲେ।
Recent Comments