logo
add image
ଏନଡ଼ିଏ ଛାଡିଲେ ନୀତିଶ କୁମାର ,

ଏନଡ଼ିଏ ଛାଡିଲେ ନୀତିଶ କୁମାର ,

ଭୁବନେଶ୍ୱର/ଓଡିଶା/ (ଆଧାର ମିଡ଼ିଆ)-ଦୀର୍ଘ କିଛିଦିନ ହେବ ଏନଡ଼ିଏ ମେଣ୍ଟ ସହିତ ନିତୀଶଙ୍କର ଭଲ ସମ୍ପର୍କ ନଥିଲା .କେତେବେଳେ ଛାଡ଼ିବେ ତାର କିଛି ଠିକ  ନ ଥିଲା.ଆଜି ହଠାତ ଏନଡ଼ିଏ ଛାଡିବାର ଘୋଷଣା ସମସ୍ଥଙ୍କୁ ଚକିତ କରିଦେଇ ଛନ୍ତି.ଏହାର କାରଣ ସାମ୍ବାଦିକ ମାନଙ୍କ ଉତ୍ତରରେ ନୀତିଶ କହିଛନ୍ତି ଆମ ଦଳରେ ବିଶୃଙ୍ଖଳା ହେବାରୁ ଆମ୍ଭେ ଏନଡ଼ିଏରୁ ଓହରି ଯାଇଛୁ .ପ୍ରଥମରୁ କିଛି ଠିକ ନଥିଲା ସବୁଦିନ ଆସନ୍ତି ଲାଗିରହିଥିଲା ସେଥିପାଇଁ ଛାଡିବାକୁ ବାଧ୍ୟ ହେଲୁ ଯଦି ଆରଯେଡ଼ି ସୁପ୍ରିମୋ ଲାଲୁ ଯାଦବ ଚାହିଁବେ ପୂର୍ବଭଳି ଆଂଭେ ସାଥିହୋଇ କାମ କରିବୁ ବୋଲି ସାମ୍ବାଦିକ ମାନଙ୍କୁ କହିଛନ୍ତି ନୀତିଶ କୁମାର.ଏପଟେ ଏନଡ଼ିଏର ମେଜିକ ସଂଖ୍ୟା ତଳକୁ ଖସିଯାଇଛି .ଆଗକୁ ଜଣାପଡିବ ସବୁକିଛି.

Recent Comments

Leave Comments

Top