ପୁରୀ/୧୩/୧/୨୦୨୫/( ଆଧାର ମିଡ଼ିଆ )ସୋମବାର ଦିନ ସନ୍ଧ୍ୟା ୬ ଘଟିକା ସମୟରେ ଓଡିଶା ଉଚ୍ଚତ୍ତମ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଗ୍ରାମ ନ୍ୟାୟାଳୟ କୋର୍ଟଗୃହ ଉଦଘାଟନ ହୋଇ ଯାଇଛି. ମାନ୍ୟବର ମୁଖ୍ୟ ବିଚାରପତି ଶ୍ରୀ ଯୁକ୍ତ ଚକ୍ରଧାରି ଶରଣ ସିଙ୍ଗଙ୍କ ଦ୍ୱାରା ଫିତା କଟା ଯାଇଥିଲା. ତାଙ୍କ ସମେତ ମାନ୍ୟବର ବିଚାରପତି ହାଇକୋର୍ଟ ଶ୍ରୀ ଯୁକ୍ତ ଏସ କେ ସାହୁ ଓ ମାନ୍ୟବର ବିଚାର ପତି ହାଇ କୋର୍ଟ ଜଷ୍ଟିସ କେ ଆର ମହାପାତ୍ର. ଉଦଘାଟନରେ ଯୋଗ ଦେଇଥିଲେ. ତାଙ୍କ ସହିତ ପୁରୀ ବାର ଆସୋସିଏସନର ସଭାପତି ଓ ଜିଲ୍ଲାର ବିଚାର ପତିଙ୍କ ସମେତ ବହୁ ଆଇନଯିବି ଯୋଗ ଦେଇଥିଲେ.
Recent Comments