logo
add image
ନୂଆପଡା ଜିଲ୍ଲାରେ ପକ୍ଷୀଗଣନା ଆରମ୍ଭ

ନୂଆପଡା ଜିଲ୍ଲାରେ ପକ୍ଷୀଗଣନା ଆରମ୍ଭ

ନୂଆପଡା/୧୮/୦୧/୨୦୨୫/ (ଆଧାର ମିଡ଼ିଆ//ରିପୋର୍ଟ-ସୁଜିତ କୁମାର ପ୍ରଧାନ )-ସୁନାବେଡା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ମହାଦେବ ବଡେକଙ୍କ ନିର୍ଦେଶ କ୍ରମେ ଶନିବାର ନୂଆପଡ଼ା ରେଞ୍ଜ ଅଧୀନରେ ତିନୋଟି ଟିମ ଗଠନକରି ପକ୍ଷୀ ଗଣନା ପାଇଁ ନିର୍ଦ୍ଧେସ ଦେଇଥିଲେ।ଏହି ପରିପେକ୍ଷୀରେ ସୁନାବେଡା ସ୍ଥିତ ଲୋଡ଼ରା ଗାଁ ପାଖ ଜଲକି ପୋଖରୀରୀ, ରାଇତାଳ ବନ୍ଧ ଓ କୋମନାର ବିଶିବାହାଲ ବନ୍ଧଠାରେ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏହି ପକ୍ଷୀ ଗଣନାରେ ନୂଆପଡ଼ା ରେଞ୍ଜର ଅତିରିକ୍ତ ବନାଞ୍ଚଲ ଅଧିକାରୀ ସଦନ ମାଝୀ,ଏସିଏଫ ସଂଜୀବ କୁମାର ବନଗୋଲା, ଶିବନାରାୟଣ ପୁର ସେକ୍ସନ ଫରେଷ୍ଟର ଛତ୍ରପତି ମହାନନ୍ଦ ଓ କଟିଙ୍ଗପାଣି ଫରେଷ୍ଟର ଲକ୍ଷ୍ମଣ ସାହୁ, ଧରମବନ୍ଧା ଫରେଷ୍ଟର ପୁରନ୍ଧର ଚିନାଗୁନ, ଗୁଲାବନ ଫରେଷ୍ଟର ରାମସୁରଭ ସାହୁ, ଶିବନାରାୟଣ ମାଝୀ, ଗୁଣନିଧି ବେହେରା, ଟେମସିଂ ପୋମାର,ସହିତ ବନକର୍ମଚାରୀ ଧନୁଜ୍ୟ କୁମ୍ଭାର, ଧର୍ମେନ୍ଦ୍ର କୁମାର, ପୁଷ୍ପା ନାୟକ, ହେମଲତା ନିଆଲ, କଲ୍ୟାଣୀ ଶବର, ନୀରୀମାଖି ଶବର ପୁଷ୍ପା ବାଗ ଥୟମତି ଶବର, ଲିଙ୍ଗରାଜ ଛାତ୍ରିଆ, ପୁଷ୍ପା ଶବର ଉପସ୍ଥିତ ଥିଲେ. ଏହି ପରିପେକ୍ଷୀରେ ପକ୍ଷୀଗଣନା ବେଳେ ସହ ସହ ସଂଖ୍ୟରେ ଦେଶୀ ବିଦେଶୀ ପକ୍ଷୀଥିବା ସୂଚନା ଦେଇଛନ୍ତି, ଗତ ଦୁଇଦିନ ତଳେ ପକ୍ଷୀ ସଚେତନତା ବାର୍ତାଓ ଗଣନା ଉପରେ ଏକ ମକଡ୍ରିଲ କାର୍ଯ୍ୟକ୍ରମସ୍କୁଲ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଆରମ୍ଭ  ହୋଇଥିଲା .

Recent Comments

Leave Comments

Top