ଭୁବନେଶ୍ୱର/ଓଡିଶା/୨୪.୦୧/୨୦୨୫/ (ଆଧାର ମିଡ଼ିଆ )-ଆମେରିକାର ରାଷ୍ଟ୍ରପତି ଭାବେ ଡୋନାଲଡ ଟ୍ରମ୍ପ ଶପଥ ନେଇସାରିଛନ୍ତି.ପୃଥିବୀର ବହୁତ ଦେଶ ଏହି ଶପଥ ଗ୍ରହଣ ଉଛବରେ ଯୋଗ ଦେଇଥିବାବେଳେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କୁ ଉକ୍ତ ଶପଥ ଗ୍ରହଣ ଉଛବରେ ଯୋଗ ଦେବାପାଇଁ ନିମନ୍ତ୍ରଣ କରାଗଲାନାହିଁ କାହିଁକି? ଶପଥ ନେବାର କିଛି ସମୟ ପରେ ଟ୍ରମ୍ପ ଡିକଲର କରିଛନ୍ତି ୧୮ହଜାର ଭାରତୀୟ ଆମେରିକାରୁ ବିଦାହେବେ.ଯେଉଁ ଶପଥ ଗ୍ରହଣକୁ ଅଦାନୀ ଓ ଆମ୍ବାନୀଙ୍କୁ ନିମନ୍ତ୍ରଣ କରାଗଲା.କିନ୍ତୁ ଦେଶର ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କାହିଁକି କରାଗଲାନାହିଁ ସେ କଥା କେବଳ ବିଶ୍ଵଗୁରୁ ଜାଣିଥିବେ.ଏଥିରୁ ଯାହା ଜଣାପଡୁଛି ଆଦାନି ଓ ଆମ୍ବାନୀ ଦୁଇଜଣ ଦେଶକୁ ଚଳାଉଛନ୍ତି.ସେଥିପାଇଁ ତାଙ୍କୁ ନିମନ୍ତ୍ରଣ କରାଯାଇ ପ୍ରଧାନ ମନ୍ତ୍ରୀଙ୍କୁ ଆମେରିକାର ନୂତନ ରାଷ୍ଟ୍ରପତି ଟ୍ରମ୍ପ କୋଣ ଠେସା କରି ଦେଇଛନ୍ତି .ଏହାସହ ୭ଲକ୍ଷ ଭାରତୀୟଙ୍କୁ ଆମେରିକାରୁ ବିଦାକରିବାକୁ ବିଜ୍ଞପ୍ତି ଜାରିକରିଛନ୍ତି ଏଭଳି ଏକ ଲଜ୍ୟାଜନକ ଘଟଣା ଭାରତ ଇତିହାସରେ ପ୍ରଥମ .ଏହା ଉପରେ କେତେ ଟିପଣି ଆସିବ ତାର କିଛି ହିସାବ ରହିବ ନାହିଁ.
Recent Comments