logo
add image
ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶ ରାଜନୀତିରେ ଚାଲିଛି ବଡ଼ଖେଳ.ଛୁରୀ ଆଗପଟୁ ନମାରି ପଛପଟୁ ମରାଯାଉଛି.

ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶ ରାଜନୀତିରେ ଚାଲିଛି ବଡ଼ଖେଳ.ଛୁରୀ ଆଗପଟୁ ନମାରି ପଛପଟୁ ମରାଯାଉଛି.

ଭୁବନେଶ୍ୱର/ଓଡିଶା/୨୬/୦୧/୨୦୨୫/ (ଆଧାର ମିଡ଼ିଆ)-ପାଠକ ବନ୍ଧୁ ଆଧାର ମିଡ଼ିଆକୁ ଆପଣ ମାନଙ୍କୁ ସ୍ୱାଗତ.ରାଜନୀତି କେମିତି ବଦଲା ନିଆଯାଏ ପାଠଟିକୁ ଭଲଭାବରେ ପଢିଲେ ସମସ୍ତେ ଜାଣିପାରିବେ.କଥାରେ ଅଛି ପଛପଟୁ ଛୁରୀ ମାରିବା ଏକ ଭୀରୁ ଓ କାପୁଷର କାମ.ଏମିତି ଏକ ଘଟଣା ଘଟିବାକୁ ଯାଉଛି ମହାରାଷ୍ଟ୍ରରେ ଓ ଆନ୍ଧ୍ର ପ୍ରଦେଶରେ.ଇଂ ଦି ଟିଭିର ଖାବରୁ ଯାହା ଜଣାପଡେ ମହାରାସ୍ତାରୁ ୩ ସାଂସଦ ଓ ୫ବିଧାୟକ ଏବେ ଗଏପି ଅଛନ୍ତି.ଏହାର ମୁଖ୍ୟ କାରଣ କଣ ହୋଇପାରେ.କାହିଁକିନା ବିଜେପି ତାର ସଂସଦକୁ ମଜବୁତ କରିବାପାଇଁ ଟଙ୍କାରେ କିଣିବାକୁ ଯାଉଛି ସଂସଦ ଓ ବିଧାୟକ ମାନଙ୍କୁ.ଯାହାଫଳରେ ଉଦ୍ଧବ ଠାକରଙ୍କର ପାଟି କମଜୋରୀ ହୋଇପଡିବ ସହିତ ଲୋକସଭାରେ କଂଗେସର ମିଶ୍ରିତ ଇଣ୍ଡିଆ କମଜୋରୀ ହୋଇପଡିବ ଏବଂ (ଏନ ଡ଼ି ଏ )ନିଜକୁ ମଜବୁତ କରିପାରିବ.ଏବଂ ବିଜେପିର ସାଂସଦ ସଂଖ୍ୟା ବଢିବା ସହିତ କଂଗ୍ରେସର ସଂଖ୍ୟା କମିଯିବ.ସେପଟେ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗମୋହନ ରେଡି ଓ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ ମଧ୍ୟରେ ଚାଲିଛି ବାକଯୁଧ.ଗତ ୨୦ଦିନ ପୂର୍ବରୁ ଆନ୍ଧ୍ରପ୍ରଦେଶର ରାଜ୍ୟସଭା ସଦସ୍ୟ ବିଜୟ ଶାଇ ରେଡିଙ୍କ ଉପରେ ଇଡିର ଏକ ସମାନ ଆସିଥିଲା.ଯାହାକୁ ନେଇ ବିଜୟ ସାଇରେଡି ଗହ୍ବଦେଇ ଯାଇଥିଲେ.ଏବଂ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ଥପା ଦେବାକୁ ବାଧ୍ୟ ହୋଇପଡିଥିଲେ.ଏବଂ ସାଇ ଜାଣିଥିଲେ ଚନ୍ଦ୍ରବାବୁ ନାଇଡୁ ଜଗମୋହନ ରେଡ଼ିଙ୍କ ଉପରେ ବଦଲା ନେବାକୁ ଯାଉଛନ୍ତି.ଏମିତି ଚାଲିଛି ଆମ୍ଭ ଦେଶର ରାଜନୀତି.

Recent Comments

Leave Comments

Top