logo
add image
୩୩ କେଭି ବିଦ୍ୟୁତସଂଯୋଗ ଉଦଘାଟନ.

୩୩ କେଭି ବିଦ୍ୟୁତସଂଯୋଗ ଉଦଘାଟନ.

ପୁରୀ/୨୬/୩/୨୦୨୫/( ଆଧାର ମିଡ଼ିଆ )-ବୁଧବାର ଦିନ ୩୩ କେଭି  ସିଉଳା ଫିଡର୍ କୁ ଅଞ୍ଚଳ ବାସୀଙ୍କ ପାଇଁ ଲୋକାର୍ପଣ କଲେ ସ୍ଥାନୀୟ  ଜନପ୍ରିୟ ଜନପ୍ରତିନିଧି ବିଧାୟକ ଆଶ୍ରିତ୍ ପଟ୍ଟନାୟକ। ଏହି ଉତ୍ସବରେ ବିଦ୍ୟୁତ୍ ବିତରଣ କମ୍ପାନୀର ଅଧିକାରୀ , ଉପଭୋକ୍ତା,ଓ ସ୍ଥାନୀୟ ଜନସାଧାରଣମାନେ ଉପସ୍ଥିତ ରହିଥିଲେ. ଏହି ୩୩ କେଭି ବିଦ୍ୟୁତ ସଂଯୋଗ ହେବାପାଇଁ ଅଞ୍ଚଳ ବାସୀଙ୍କ ଦାବୀ ହୋଇ ଆସୁଥିବା ବେଳେ ମାନ୍ୟବର ବିଧାୟକ ଏହାକୁ ଗୁରୁତର ସହିତ ପଦକ୍ଷେପ ନେଇ ଆଜି ବିଭାଗୀୟ ଅଧିକାରୀ କର୍ମଚାରୀ ଏବଂ ସ୍ଥାନୀୟ ଜନପ୍ରତିନିଧିଙ୍କ ଜରିଆରେ ଲୋକାର୍ପଣ କରି ଥିବା ଯୋଗୁ ଅଞ୍ଚଳରେ ବିଦ୍ୟୁତ ଉପଭୋକ୍ତା ମାନେ ଆଶ୍ବସ୍ତି ପାଇଥିବା ବେଳେ ବିଧାୟକ ଶ୍ରୀ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି.

Recent Comments

Leave Comments

Top